Odisha news

ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଆପଣ ହୋଇ ପାରନ୍ତି ଏହିସବୁ ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ

0

ସିଗାରେଟ ର ଯେ କୌଣସି ଡବା ଉପରେ ଲେଖା ଯାଇଥାଏ ସିଗାରେଟ କଜେସ କ୍ୟାନ୍ସର, ଆଉ କେଉଁଥିରେ ଲେଖା ଯାଇଥାଏ ସ୍ମୋକିଂ କିଲସ l ପ୍ରତ୍ୟେକ କମ୍ପାନୀ ର ଅଲଗା ଅଲଗା ୱାର୍ଣ୍ଣିଙ୍ଗ ଲେଖା ଯାଇଥାଏ l ଏହି ନିର୍ଦେଶ କେବଳ ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଲେଖା ଯାଇଥାଏ l ନିକଟରେ ଯେ କେହି ଠିଆ ହୋଇଥାଏ ତା ପାଇଁ ମଧ୍ୟ ଏହି ନିୟମ ଲାଗୁ ଅଟେ l କିନ୍ତୁ କଣ ଆପଣ ଜାଣିଛନ୍ତି କି ସିଗାରେଟ ଟାଣୁ ଥିବା ଲୋକଙ୍କ ନିକଟରେ ଠିଆ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ଲାଗୁ l ଯାହାକି ଅନେକ ରୋଗ ର କାରଣ ହୋଇଥାଏ l

– ସିଗାରେଟ ଧୂଆଁ ଷୋରିଆସିସ ର କାରଣ ଅଟେ :
ଗୋଟିଏ ଅଧ୍ୟୟନ ଅନୁସାରେ ସିଗାରେଟ ଟାଣିବା ଦ୍ୱାରା ଯେଉଁ ଧୂଆଁ ବାହାରି ଥାଏ ତାହା ସ୍କିନ ରୋଗ ଦ୍ୱାରା ଆକ୍ରାନ୍ତ କରିଥାଏ l ଏହାଦ୍ୱାରା କୁଣ୍ଡିଆ, ଯାଦୁ ଇତ୍ୟାଦି ଦ୍ୱାରା ସଂକ୍ରମଣ କରାଇଥାଏ, ଯାହାକି ଷୋରିଆସିସ ଭଳି ଗମ୍ଭୀର ରୋଗ ଦ୍ୱାରା ମଧ୍ୟ ଆକ୍ରମଣ କରିଥାଏ l ଡାକ୍ତରଙ୍କ ସୂଚନା ଅନୁସାରେ ଷୋରିଆସିସ ଏପରି ଗୋଟିଏ ରୋଗ ଏହାଦ୍ୱାରା ମାନବ ଶରୀରରେ ସ୍ପଟ ହୋଇ ଯାଇଥାଏ l ଅନେକ ଲୋକଙ୍କ ପାଇଁ ଏହି ରୋଗ ଜୀବନ ସାରା ବିପଦ ସୃଷ୍ଟି କରିଥାଏ l

– ସିଗାରେଟ ଧୂଆଁ ଶରୀରରେ ଲାଗିଥାଏ :
ଗୋଟିଏ ଗବେଷଣା ଅନୁସାରେ ଦେଖିବାକୁ ମିଳିଥିଲା ଯେଉଁ ବ୍ୟକ୍ତିମାନେ ଧୁମ୍ରପାନ କରୁ ଥିଲେ, ସେମାନଙ୍କ ସହିତ ସ୍ମୋକିଂ ନକରୁଥିବା ଲୋକଙ୍କୁ ରଖା ଯାଇଥିଲା l ଏଥିରେ ଦେଖିବାକୁ ମିଳିଥିଲା ଯେ ସ୍ମୋକିଂ ରୁ ବାହାରୁଥିବା ଧୂଆଁ ରୁ ବାହାରୁଥିବା ପଦାର୍ଥ ମାନବ ଶରୀରରେ ଲାଗି ଯାଇଥାଏ l ଧୋଇବା ପରେ ମଧ୍ୟ ଏହା ଶରୀରରୁ ବାହାରି ନଥିଲା

– ତମ୍ବାଖୁ ସେବନ ଦ୍ୱାରା ପ୍ରତି ବର୍ଷ ୧୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋପିଥାଏ l ୨୦୧୮ ରେ ନେସନାଲ କାଉନ୍ସିଲ ଅଫ ଏପଲାଏଡ଼ ଇକୋନୋମିକ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଧୁମ୍ରପାନ କରୁଥିବା ୪୬ ପ୍ରତିଶତ ଲୋକ ଅଶିକ୍ଷିତ ଅଟନ୍ତି  ଓ ୧୬ ପ୍ରତିଶତ କଲେଜ ସ୍ଟୁଡେଣ୍ଟ ଅଟନ୍ତି l

– ଆପଣ ଧୁମ୍ରପାନ ନକଲେ ମଧ୍ୟ ହୋଇପାରେ ଆପଣଙ୍କ ଫୁସଫୁସ ସଂକ୍ରମଣ l ସିଗାରେଟ ଧୂଆଁ ଦ୍ୱାରା ଯେ କେହି ସଂସ୍ପର୍ଶ ରେ ଆସିଥାଏ ସେ ମଧ୍ୟ ପୀଡିତ ହୋଇଥାଏ l ଏହା କେବଳ ଚର୍ମ ରୋଗରେ ଆକ୍ରାନ୍ତ କରି ନଥାଏ l ଏହାଦ୍ୱାରା ଆପଣଙ୍କ ଫୁସଫୁସ ମଧ୍ୟ ସଂକ୍ରମିତ ହୋଇଥାଏ l

Nalco
Leave A Reply