Odisha news

ସ୍ମାର୍ଟଫୋନ୍‌ରେ କୋଭିଡ ଟେଷ୍ଟ୍

0

‌ ଜଣେ ଭାରତୀୟ ବୈଜ୍ଞାନିକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ମିଶି ଏକ ପ୍ରୋଟୋଟାଇପ୍‌ କୋଭିଡ-୧୯ ଟେଷ୍ଟ୍‌ କିଟ୍‌ ବିକଶିତ କରିଛନ୍ତି ଯାହା ସ୍ମାର୍ଟଫୋନ୍‌ ସହ କନେକଫ ହୋଇ ସହ ୩୦ ମିନିଟ୍‌ରେ ରିପୋର୍ଟ ଦେବ, ଅର୍ଥାତ୍‌ ଲାବ୍‌କୁ ସାମ୍ପଲ୍‌ ନ ପଠାଇ ଡାଏଗ୍ନୋସିସ୍‌ ହୋଇପାରିବ । ଦୀର୍ଘ ସମୟ ଧରି ରିପୋର୍ଟ ପାଇଁ ଅପେକ୍ଷା କରିବା ସମସ୍ୟାକୁ ଏହି ଟେକ୍ନିକ୍‌ ସାହାଯ୍ୟରେ ଦୂର କରାଯାଇପାରିବ । ଏପରି ଡିଭାଇସ୍‌ ଓ ଟେଷ୍ଟ୍‌ ଉପଲବ୍ଧ ଥିଲେ ସାର୍ବଜନିକ କାର୍ଯ୍ୟକ୍ରମ, ଅଡିଟୋରିଅମ୍‌, ସଭା ଓ ଘରେ ବି ପରୀକ୍ଷା କରାଯାଇପାରିବ ।

Leave A Reply