Odisha news

ଧର୍ମ ଶାସ୍ତ୍ରରେ ପଶ୍ଚିମ ଦିଗକୁ କାହିଁକି ଗୋଡ଼ କରି ଶୋଇବା ଉଚିତ ନୁହେଁ

0
ହିନ୍ଦୁ ଧର୍ମରେ ପ୍ରତ୍ୟେକ କାର୍ଯ୍ୟରେ କିଛିନା କିଛି ନୀତି ନିୟମ ରହିଛି , ଯାହାକୁ ଆମେ ନିହାତି ଜାଣିବା ଜରୁରୀ l ହିନ୍ଦୁ ଧର୍ମ ଶାସ୍ତ୍ରରେ ସେହିଭଳି ଶୋଇବା କୁ ନେଇ ମଧ୍ୟ ନିର୍ଦ୍ଧିଷ୍ଟ ନୀତିନିୟମ ରହିଛି l ଆସନ୍ତୁ ଜାଣିବା କେଉଁ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା କେଉଁ ସବୁ ସମସ୍ୟା ହୋଇଥାଏ l

– ଶାସ୍ତ୍ର କହୁଛି ଯେ ପଶ୍ଚିମ ଦିଗକୁ ଯଦି ଆମେ ଗୋଡ଼ କରି ଶୋଉଚୁ ତେବେ ଆମ ଜୀବନରେ ନକାରାତ୍ମକ ପ୍ରଭାବ ଜୀବନ ଉପରେ ପଡିଥାଏ l ଏବଂ ମନ ଅଶାନ୍ତ ମଧ୍ୟ ରହିଥାଏ l

-କୁହାଯାଏ ଯେ ମୁଣ୍ଡ ପୂର୍ବ ଦିଗକୁ ସବୁବେଳେ କରି ଶୋଇବା ଜରୁରୀ, ଏବଂ ଗୋଡ଼ ପଶ୍ଚିମ କିମ୍ବା ଉତର ଦିଗକୁ କରି ଶୋଇବା ଆବଶ୍ୟକ l କିନ୍ତୁ ଜାଣିବା ଆବଶ୍ୟକ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ହୋଇଥାଏ l

– ବାସ୍ତୁ ଶାସ୍ତ୍ର ଅନୁସାରେ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ଭୟ ଲାଗିଲା ଭଳି ଅନେକ ସ୍ବପ୍ନ ଆସିଥାଏ, ଯାହାକି ମନକୁ ଅସ୍ଥିର କରିଦେଇ ଥାଏ l

– ଶାସ୍ତ୍ରରେ କୁହାଯାଇଛି ଯେ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇଲେ ମସ୍ତିଷ୍କ ରେ ଖରାପ ପ୍ରଭାବ ପଡିଥାଏ, ଏବଂ ଭୟ ର ଶିକାର ହୋଇ ଥାଆନ୍ତି l

– ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ମନ ଅଶାନ୍ତ ହୋଇଯାଇ ଥାଏ, ଏବଂ ଅନେକ ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ l ତେଣୁ ଏହିସବୁ କାରଣରୁ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ l

Leave A Reply