Odisha news

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଓଡ଼ିଶା ସିଫେୟାରର୍ସ ଆସୋସିଏସନ୍ ୩ ଲକ୍ଷ ଟଙ୍କା ଅନୁଦାନ

0

ଭୁବନେଶ୍ୱର, ୯ ।୪: କୋଭିଡ଼-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ତା’ର ମୁକାବିଲା ପାଇଁ ଓଡ଼ିଶା ସିଫେୟାରର୍ସ ଆସୋସିଏସନ୍ ପକ୍ଷରୁ ୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅନୁଦାନ କରିଛି । ଏହି ଅନୁଦାନ ରାଶି ଏ .ଡି.ଏମ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି । ଏଥି ସହିତ ସମସ୍ତେ ଘରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply