Odisha news

ପ୍ରଥମ ରୋବଟ୍‌ ପୋଲିସ୍‌ ଅଫିସର୍‌

0

ନୁ୍ୟଜିଲାଣ୍ଡ୍‌ ‘ଏଲା’ ନାଁରେ ଦେଶର ପ୍ରଥମ ରୋବଟ୍‌ ପୋଲିସ ଅଫିସର୍‌ ନିଯୁକ୍ତ କରିଛି । ପାଇଲଟ୍‌ ପ୍ରୋଜେକଫ ଜରିଆରେ ଏହାକୁ ନୁ୍ୟଜିଲାଣ୍ଡ୍‌ ପୋଲିସ୍‌ ହେଡ୍‌ କ୍ୱାର୍ଟର୍ସରେ ଅବସ୍ଥାପନ କରାଯାଇଛି । ମଣିଷ ଭଳି ଦେଖାଯାଉଥିବା ଏଲାକୁ ୨୬ରୁ ଅଧିକ ବିଶେଷଜ୍ଞଙ୍କ ଦ୍ୱାରା ତିଆରି କରାଯାଇଛି । ଏବେ ଏହି ରୋବୋ ଅଫିସର ଦୁଇଟି ଡିଜିଟାଲ ପୋଲିସ୍‌ କିଓସ୍କର ଅଂଶବିଶେଷ ହୋଇଛି । ପୋଲିସ୍‌ ବିଭାଗକୁ ଆସୁଥିବା ଲୋକଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିବ ଏଲା । ଏହା ସହ ଦେଶର ଅନ୍ୟ ସର୍ବସାଧାରଣ ସ୍ଥାନରେ ବି ସେ ଲୋକଙ୍କ ସହ ସମ୍ପର୍କରେ ରହିବ, ଆଗନ୍ତୁକଙ୍କୁ ପୋଲିସ୍‌ ଇମରଜେନ୍ସି ନମ୍ବର ଆଦି ସମ୍ପର୍କରେ କହିବ ।

Leave A Reply

Your email address will not be published.