Odisha news

ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ପୂର୍ବାହ୍ନ ୧୦ଟାରେ ଗଣମାଧ୍ୟମକୁ ସମ୍ବୋଧନ କରିବେ

0

ନୂଆଦିଲ୍ଲୀ: ଆଜି ସକାଳ ୧୦ଟା ବେଳେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ସମ୍ପ୍ରତି ଦେଶରେ କରୋନାଭାଇରସ୍‌ଜନିତ ସଙ୍କଟ ସମୟରେ ସେ କୌଣସି ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଗଭର୍ଣ୍ଣର୍‌ଙ୍କ ସାମ୍ବାଦିକ ସମ୍ମିଳନୀ ସଂକ୍ରାନ୍ତରେ ଆଜି ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟୁଇଟ୍‌ କରି ସୂଚନା ଦେଇଛି।

ReserveBankOfIndia

@RBI

Watch out for the RBI Governor @DasShaktikanta address live at 10:00 am today (April 17, 2020)

YouTube:    https://youtu.be/HRTjao84K6s 

Twitter: @RBI
@RBIsays
Facebook: http://facebook.com/RBISays 

Leave A Reply