Odisha news

ଣପୁର ଏନ.ଏସି ଯୁବବିଜୁଜନତା ଦଳର ସାଙ୍ଗଠନିକ ବୈଠକ

0

ରଣପୁର… ଏନ. ଏସି ନିର୍ବାଚନ ପରେ ରଣପୁର ଏନ. ଏସି ରେ ବିଜୁଜନତା ଦଳ ର ସାଙ୍ଗଠାନିକ ସ୍ଥିତି କୁ ସଦୃଢ଼ କରିବା ପାଇଁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନେତୃତ୍ୱ ପରିବର୍ତନ କରୀ  କିଛି ନୂଆ ମୁହଁ କୁ ସାଙ୍ଗଠନିକ ଦାୟିତ୍ୱ  ପ୍ରଦାନ କରିଛନ୍ତି…. ରଣପୁର ଏନ. ଏସି ର ଯୁବ ସଭାପତି ଭାବେ କାଳିଆ ମାଝୀ ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ  କରାଯାଇଥିବା ବେଳେ ଆଗାମୀ ଦିନରେ ରଣପୁର ଏନ. ଏସି ବିଜୁଜନତା ଦଳ ସାଙ୍ଗଠନିକ ସ୍ଥିତି କିଭଳି ମଜଭୁତ କରାଯିବା ସେ ନେଇ ରଣପୁର ଏନ. ଏସି ର ଯୁବବିଜୁଜନତା ଦଳ ତରଫରୁ ମଙ୍ଗଳବାର  ଆର.ଡି ଆସୁଏସେସନ ଠାରେ ଅପରାହ୍ନ ଚାରିଘଂଟିକା ସମୟରେ ଏକବୈଠକ ଅନୁଷ୍ଠିତ   ଆୟୋଜନ କରାଯାଇଥିଲା ଆଗାମୀ ଦିନରେ ଦଳ ର ସଙ୍ଗଠାନିକ ସ୍ଥିତି ସୃଦୁଢ କରିବା ପାଇଁ ନିଆଯାଇ ଥିବା ପଦକ୍ଷପ ଉପରେ ସୂଚନା ପ୍ରଦାନ କରାଯାଇଥିଲା ବେଳେ  ଏଥିରେ ରଣପୁର ଏନ.ଏସି ଅଧକ୍ଷା ଙ୍କ ପ୍ରତିନିଧି ସ୍ୱରାଜ ମହାନ୍ତି ରଣପୁର ଯୁବ ବିଜୁ ଜନତା ଦଳ ର ସଭାପତି ରାଜୀବ ଲୋଚନ ପ୍ରଧାନ ଆଇନିଜୀବି ସୁରେଶ ମିଶ୍ର  ଏନ. ଏସି ଯୁବ ସଭାପତି କାଳିଆ ମାଝୀ ବରିଷ୍ଠ ନେତା ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ରଣପୁର ଏନ. ଏସି ଓ ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ରେ ଯୁବ ବିଜୁଜନତା ଦଳ କୁ କିଭଳି ମଜଭୁତ କରାଯିବା ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା

Leave A Reply