Odisha news

ଭିକୁ ସେଠ ଙ୍କ ବିୟୋଗରେ ଗଞ୍ଜାମ ସାଂସୃତିକ ମଞ୍ଚ ପକ୍ଷରୁ ଗଭୀରଶୋକ ପ୍ରକାଶ

0
ରମ୍ଭା:12,9 : ଜଲିଉଡ଼ ଜଗତର   ଚହଳ ସୃଷ୍ଟି ସହ ଗହଳି ସୃଷ୍ଟି କରିଥିବା ଓ ଚର୍ଚ୍ଚିତ ହୋଇଥିବା ଯାତ୍ରା ଜଗତର ତଥା  ଜନତା ଗଣନାଟ୍ୟର ଶାଗୁଣା ବସିଛି ଡେଣା ମେଲାଇରେ ଯାତ୍ରା କଳାକାର ଙ୍କ ହୃଦୟ ରେ ଛାପ ସୃଷ୍ଟି କରିସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିବା ଖଳନାୟକ ଭୂମିକାରେ ମହେନ୍ଦ୍ର ଦାସଓରଫ ଭିକୁ ସେଠ ଙ୍କ ବିୟୋଗ ରେ ବିଦ୍ୟୁତ ବେଗରେ ପ୍ରଚାରିତ ହୋଇଯିବା ପରେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
ନାଟ୍ୟ ନିର୍ଦ୍ଦେଶକ ଡ଼ଃ.ଗୌରୀ ଶଙ୍କର ଶତପଥି  ,  ଉମାକାନ୍ତ ବେହେରା,ରବିନ୍ଦ୍ର କୁମାର ପଣ୍ଡା,ସୁଧିର କୁମାର ପାଢୀ,ଗୌରୀ ଶଙ୍କର ବାରିକି,ସନାତନ ବେହେରା ପ୍ରମୁଖ ଉପଦେଷ୍ଟା ,ଶବର କୁମାର ତରାଇ,ପ୍ରଦୀପ କୁମାର ପଣ୍ଡା,ବିଦ୍ୟାଧର ସାହୁ,ଗୋବିନ୍ଦ ରେଡି, ଅରୁଣ କୁମାର ରାଉଳ,ଅକ୍ଷୟ କୁମାର ସ୍ବାଇଁ, ବଟକୃଷ୍ଣ ରାଉଳ,ହରିହର ବାରିକ,କାର୍ତ୍ତିକ ତରାଇ ପ୍ରମୁଖ କଳାକାର ଓ ସାଂସୃତିକ ମଞ୍ଚ ସଦସ୍ୟ ଙ୍କ ସମେତ ନିରଞ୍ଜନ  ପରିଡା,ନୀଳାଞ୍ଚଳ ସେନାପତି ,ତ୍ରିନାଥ ବେହେରା ପ୍ରମୁଖ ଯାତ୍ରାପ୍ରେମୀ ଓ ଗଣମାଧ୍ୟମ ପତିନିଧି ମାନେଶୋକ ବ୍ୟକ୍ତ କରିବା ସହ ଯାତ୍ରା ଜଗତର ଜଣେ ଆଗଧାଡ଼ିର ନାମିଦାମୀ କଳ।କାର ଙ୍କୁହରାଇଥିବା ମତପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ସହ ଶୋକ ସନ୍ତପ ପରିବାରଙ୍କୁ ପ୍ରଭୁ ଜଗନ୍ନାଥ ଉତରୁତ୍ତର ଆଶୀର୍ବାଦ ଦିଅନ୍ତୁ ।
Nalco
Leave A Reply