Odisha news

ସଙ୍ଗରୋଧ କେନ୍ଦ୍ରରେ ସାପ

0

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ଗୋରଖପୁର ଜିଲାର ସହଜନୱæô କ୍ଷେତ୍ରର ଏକ କ୍ୱାରାଣ୍ଟିନ୍‌ ସେଣ୍ଟରରେ ସାପ ପଶିବାରୁ ଚହଳ ପଡ଼ିଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ଯୁବକଙ୍କ ବେଡ୍‌ ଭିତରକୁ ସାପ ପଶିଯାଇଥିଲା । ଗୁରୁବାର ସକାଳୁ ଯୁବକ ଜଣକ ଉଠିବା ବେଳକୁ ଖଟ ଉପରେ ୩ ଫୁଟର ସାପ ଫଣା ଟେକିଥିବା ଦେଖିଲେ । ଲୁଧିୟାନା ଓ ମୁମ୍ବାଇରୁ ଆସି କ୍ୱାରାଣ୍ଟିନ୍‌ କେନ୍ଦ୍ରରେ ଥିବା ୧୭ ଜଣ ପ୍ରବାସୀ ଶ୍ରମିକ ସାପ ଦେଖି ଚିତ୍କାର କରିଥିଲେ । ପରେ ସ୍ଥାନୀୟ ଲୋକେ ସାାପକୁ ମାରି ପୋତି ଦେଲେ ।

Leave A Reply