ଅନେକ ସମୟ ରେ ନିଜ ଲୋକ ମାନଙ୍କର ଛଳ କପଟ ଆମ ଜୀବନ ପ୍ରତି ବିପଦ ଆଣି ଦେଇଥାଏ, ଯାହାକୁ ଆମେ ଗ୍ରହଣ ମଧ୍ୟ କରିପାରି ନଥାଉ l ପ୍ରେମାନନ୍ଦ ଜୀ ମହାରାଜ ଏହାକୁ ନେଇ କହିଛନ୍ତି ଯଦି ନିଜ ପରିବାର ର କୌଣସି ସଦସ୍ୟ ଛଳ କପଟ କରନ୍ତି ଓ ସେହି କାରଣରୁ ସମ୍ପର୍କ ଖରାପ ହୋଇଥାଏ ତେବେ ଆମେ କଣ କରିବା ଜରୁରୀ l
ଗୁରୁଜୀ କହିଛନ୍ତି ପ୍ରତ୍ୟେକ ସମ୍ବନ୍ଧ ର ନିଜର କିଛିନା କିଛି ଅଧିକାର ଥାଏ, ବିବାହ ପରେ ମହିଳା ନିଜ ସ୍ୱାମୀ ଇଛା ରେ ରହିବା ଜରୁରୀ, ଅନ୍ୟ ସମ୍ପର୍କ ଯଦି ଆପଣଙ୍କ ବିରୁଦ୍ଧରେ ହୋଇ ଯାଆନ୍ତି ତେବେ ଆପଣ ତାହାକୁ ତ୍ୟାଗ କରିଦିଅନ୍ତୁ l
ଆମେ ସମ୍ପର୍କ କୁ ସ୍ୱାମୀ ଙ୍କ ଅନୁସାରେ ଅନୁକୂଳ ଓ ପ୍ରତିକୂଳ ଦେବା ଜରୁରୀ, କିମ୍ବା ନିଜ ଅନୁସାରେ ଗ୍ରହଣ କରିବା ଜରୁରୀ ଅଟେ l କାହିଁକି ନା ଜୀବନ ରେ ଅଧିକ ଅଯଥା ସମ୍ପର୍କ ନେଇ ରହିବା ଅପେକ୍ଷା ଖୁବ ଅଳ୍ପ ଭଲ ସମ୍ପର୍କ ନେଇ ରହିବା ଜରୁରୀ ଅଟେ l
ନିଜ ପ୍ରତି କପଟ ଓ ଛଳନା କରୁଥିବା ବ୍ୟକ୍ତି ର ସ୍ଵଭାଵ ସହିତ ଆମେ ପରିଚିତ ହେବା ପରେ ତା ଠାରୁ ଖୁବ ଶୀଘ୍ର ଦୁରେଇ ଯିବା ଜରୁରୀ, ଆଉ ନିଜକୁ ଈଶ୍ୱର ଙ୍କ ସମୁଖରେ ସମର୍ପଣ କରି ଦେବା ଆବଶ୍ୟକ l ଯେଉଁ ବ୍ୟକ୍ତି ଈଶ୍ୱର ବିଶ୍ୱାସୀ ଅଟେ ସେ ନିଶ୍ଚିତ ଭାବରେ ଏଭଳି କାର୍ଯ୍ୟ ଠାରୁ ମଧ୍ୟ ଦୁରେଇ ରହିବା ଜରୁରୀ l
କପଟିଆ ଲୋକ ସବୁବେଳେ ନିଜ କପଟ ଜାଲରେ ନିଜେ ଫସି ରହିଥାଏ, ଏବଂ ସେଥିପାଇଁ କିଛି ସମୟ ନିଶ୍ଚିନ୍ତ ଲାଗିଥାଏ ସତ, କିନ୍ତୁ ଏହା ସତ୍ୟ ମଧ୍ୟ ଅଟେ l
ଛନ୍ଦ କପଟ କରୁଥିବା ବ୍ୟକ୍ତି ସର୍ପ ଠାରୁ ମଧ୍ୟ ଭୟଙ୍କର ଅଟେ, ଏବଂ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ତୁମର ବ୍ୟବହାର କରିଥାଏ l ସେଥିପ୍ରତି ଆପଣ ସତର୍କ ମଧ୍ୟ ରହିବା ଆବଶ୍ୟକ l