ହିନ୍ଦୀ ରେ ଗୋଟିଏ କଥା ଅଛି ଏକ ଅନାର ସୋ ବିମାର , ଅର୍ଥାତ ଗୋଟିଏ ଡାଲିମ୍ବ ଅନେକ ରୋଗ କୁ କରିଥାଏ ଦୂର l ଆମ୍ବ ପଛକେ ଫଳ ମାନଙ୍କର ରାଜା ଅଟେ କିନ୍ତୁ ରୋଗ ପାଇଁ ରାମ ବାଣ ଅଟେ ଡାଳିମ୍ବ l ଡାଲିମ୍ବ ର ଚୋପା ଠାରୁ ନେଇ ରସ ପର୍ଯ୍ୟନ୍ତ ସବୁକିଛି ଶରୀର ପାଇଁ ହିତକର l