Odisha news

ସକାଳୁ ସକାଳୁ ଘନ କୁହୁଡ଼ରେ ଦୁର୍ଘଟଣା ଜଣେ ମୃତ୍ୟୁ

0
ପୋଲସରା : ପୋଲସରା ଆଜି ସକାଳୁ ସକାଳୁ ଘୋଡ଼ା ପୋଲାଣ୍ ଜି ପି ର କରା ତୋଳି ଗ୍ରାମର  ବିଜୟ କୁମାର ନାହକ ସୁବୁଲିଆ ପାହାଡ ଦେଇ ମିଠା ଆଣିବା ପାଇଁ ଲୁନା ସୁପର  ଏକ୍ସଲରେବଣ ପୋଲି ଯାଉଥିବା ବେଳେ କୁହୁଡି ରେ ବିପରୀତ ଦିଗରୁ ଏକ ଟ୍ରାକଟର ଆସି ଦୁର୍ଘଟଣା ଘଟିଥିଲା ।ଯାହାଫଳରେ ଘଟଣା ସ୍ଥଳରେ ଉକ୍ତ ମିଠା ବେପାରିର ମୂତ୍ର ବରଣ କରିଥିଲେ।ଖବର ପାଇ ବାଲିଛାଇB ଫାଣ୍ଡି ବାବୁ ଉମଚରଣ ପ୍ରହରଜ ଘଟଣା ସ୍ଥଳରେ ପଂହଁଚି  ଶବକୁ ଜବତ କରିବା ସହ ବେବଛେଦ ପାଇଁ ପଠାଯାଇଥିବା ।ପୋଲିସ ସୂତ୍ରରୁ ପ୍ରକାଶ ।ଏ ନେଇ ଫାଣ୍ଡିରେ ଏକ ମାମଲା 25/2021ରୁଜୁହେବାସହ ଟ୍ରାକଟ ଓଲୁନାଟିକୁ ଜବତ କରାଯାଇ ଅଛି। ଧାରା 279/304/A,/337/338 ଆ ଇପିସି ଧାରା ଅନ୍ତର୍ଭୂକ୍ତ ହୋଇଥିବା ଫାଣ୍ଡି ବାବୁ ପ୍ରହରାଜ କହିଛନ୍ତି ।
Leave A Reply