Odisha news

ଘୁମୁସର ଜିଲ୍ଲା ଉପସଭାପତିଙ୍କ ନେତୃତ୍ୱରେ ବୁଗୁଡା,ଏବଂ ପୋଲସରା ସମସ୍ତ ନେତୃବୃନ୍ଦ ଙ୍କ ଉପସ୍ଥିତିରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କଲେ

0
ପୋଲସରା,(ରଂଜୟ ପାଣିଗ୍ରାହୀ)ଘୁମୁସର ଜିଲ୍ଲା ର ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଙ୍କ ନେତୃତ୍ୱରେ ଆଜି ପୋଲସରା,ବୁଗୁଡା ଅଂଚଳର କିଛି କର୍ମୀ ଙ୍କ ସହ ଭୁବନେଶ୍ୱର ଠାରେ ଥିବା କେନ୍ଦ୍ରମନ୍ତ୍ରି ଶ୍ରୀ ଧମେନ୍ଦ୍ର ପ୍ରଧାନ ବାସଭବନରେ ଭେଟି ନୁଆ ବର୍ଷର ଶୁଭକାମନା ଜଣାଇବ ସହ ପୁଷ୍ପଗ୍ରୁଛ ପ୍ରଦାନ କରିବାସହ ଅଂଚଳ ର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ କହି ଆସିଥିଲେ ।ଉକ୍ତ ସ୍ଥାନରେ ପ୍ରଭାକର ପଣ୍ଡା ଙ୍କ ସହ ଘୁମୁସର ସଭାପତି ଗୋକୁଳାନନ୍ଦ ମଳିକ ଙ୍କ ସହ ନଗର ଯୁବନେତା ରୀଙ୍କୁ ପଣ୍ଡା,ସମାଜସେବି ବିଦେଶୀ ସସମାଲ,ରୁମାଗଡ଼ ସରପଞ୍ଚ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଖଟୁଆ ଓ ଅନ୍ୟ ମାନେ ।
Leave A Reply