Odisha news

ଆଗରପଡ଼ା ଆଦିବାସୀ ଶ୍ରମଜୀବିଙ୍କୁ ଥାନା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

0

ଆଗରପଡ଼ା : ଆଗରପଡ଼ା ଥାନା କର୍ମ·ରୀଙ୍କ ପକ୍ଷରୁ ଆଜି କାଣ୍ଡବା ନିକଟରେ ଥିବା ଆଦିବାସୀ ସାହି ଏବଂ ନିକଟସ୍ଥ ଗୋପିନାଥପୁର ପଞ୍ଚାୟତର ଦୁର୍ଗା ଇଟାଭାଟିରେ ଫସି ରହିଥିବା ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି । ଥାନାର କର୍ମ·ରୀମାନେ ଥାନା ପରିସରରେ ନିଜସ୍ୱ ଖର୍ଚ୍ଚରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଗାଡ଼ିରେ ନେଇ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଗରିବ ଆଦିବାସି ଓ ଶ୍ରମିକ ମାନଙ୍କୁ ଖାଦ୍ୟ ପରଶି ଥିଲେ । ଥାନାଧିକାରିଣୀ ସୁକାନ୍ତି କେରେଇ, ଏଏସଆଇ ତ୍ରିନାଥ ଭୋଇ, ରାମେଶ୍ୱର ସୋରେନ ଓ ଶରତ ସିଂ, ଗଜେନ୍ଦ୍ର ନାୟକ, ଅରୁଣ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ପୋଲିସ ବାହିନୀର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply