Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଏଇ ପହଂଚିବା କ୍ଷଣି ଆରବ ସାଗରରେ ମୁତୟନ ହୋଇଗଲା ଯୁଦ୍ଧ ଜାହାଜ 𝙸𝙽𝚂 ତ୍ରିକାଣ୍ଡ

0
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଏଇ ଗସ୍ତରେ ଯାଇ ଦ୍ବିପକ୍ଷିକ ଆଲୋଚନା ପାଇଁ ଆବୁଧବୀ ରେ ପହଞ୍ଚି ଛନ୍ତି l ବିମାନ ବନ୍ଦରରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇ ଥିଲା l ସେଠାରେ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ନରେନ୍ଦ୍ର ମୋଦି ଙ୍କ ସଂଯୁକ୍ତ ଆରବ ଦେଶ ରେ ପହଂଚିବା ପରେ 𝙸𝙽𝚂 ତ୍ରିକାଣ୍ଡ ଉପକୂଳ ରେ ମୁତୟନ ହୋଇଛନ୍ତି l ଏହି ଅଞ୍ଚଳ ସାମୁଦ୍ରିକ ସୁରକ୍ଷା ରେ ଯୋଗଦାନ ଦେଉଛି l
ଭାରତୀୟ ନୌସେନା ନିଜର ଟୁଇଟ ରେ କହିଛି ଯେ ଭାରତ ର ରଣନୀତିକ ଯୋଜନା ର ଆରମ୍ଭ ୨୦୧୫ ରେ ହୋଇଛି l 𝚂𝙰𝙶𝙰𝚁 ଜରିଆରେ ଭାରତ ନିଜର ସାମୁଦ୍ରିକ ସ୍ତରରେ ନିଜର ପଡୋଶୀ ଦେଶ ମାନଙ୍କ ସହିତ ଆର୍ଥିକ ସ୍ତରରେ ସମ୍ପର୍କ ନିବିଡ଼ କରିବ l
ଜୁନ ୭ ତାରିଖ. ରେ ଭାରତ, ଯୁଏଇ ଓ ଫ୍ରାନ୍ସ ସହଯୋଗ ରେ ସାମୁଦ୍ରିକ ଅଭ୍ୟାସ ଜାରି ରହିଛି l ପ୍ରଧାନମନ୍ତ୍ରୀ ମୋଦି ଆବୁଧବୀ ରେ ପହଂଚିବା ପରେ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ଙ୍କ ସହିତ ସାକ୍ଷାତ କରିଥିଲେ l
Nalco
Leave A Reply