Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୨୧: ପି ଏମ ଆବାସ ଯୋଜନା ରେ ମିଳିପାରେ ଏହି ସୁବିଧାର ଶୀଘ୍ର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ : ଉଦ୍ୟୋଗ ସଙ୍ଗଠନ CII ସରକାର ଙ୍କ ନିକଟରେ ଅନୁମୋଦନ କରିଛନ୍ତି ଯେ ପୁନର୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ଲଞ୍ଚ କରାଯାଉ ଓ ଏଥିରେ ଲାଇଫ୍ ଇନସ୍ୟୁି ରାନସ କୁ ଅନୀର୍ବର୍ଯ୍ୟ କରାଯାଉ । ତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ PMAY ର ଲୋନ ନେଇଥିବା ଲାଭାର୍ଥୀ ମାନଙ୍କ ପାଇଁ ଆନିର୍ବର୍ଯ୍ୟ ଭାବରେ ଇନସ୍ୟୁିରାନସ ସୁବିଧା ଦେବା ପାଇଁ ଦାବି କରାଯାଇଛି ।
ସରକାର ଙ୍କ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଭାରତର ସମସ୍ତେ ଘର କିପରି ସୁବିଧାରେ ପାଇବେ ସେଥିପ୍ରତି ଦୃଷ୍ଟି ଦିଆ ଯାଇଛି ଓ ଯୋଜନା କରାଯାଇଛି । ଏହା ଅନୁସାରେ ଆଧାର କର୍ତ୍ତା ଙ୍କ ର ମୃତ୍ୟୁ ହୋଇଯାଏ କିମ୍ବା ସେ ବିକଳାଙ୍ଗ ହୋଇ ଯାଆନ୍ତି ତେବେ ତାଙ୍କର ଘରର ସ୍ବପ୍ନକୁ ପୁରା କରିବା ପାଇଁ , ଏହି ଇନସ୍ୟୁିରାନସ ସୁବିଧା ଦିଆଯିବା ଆବଶ୍ୟକ ।
ପ୍ରଧନମନ୍ତ୍ରୀ ଆବାସ ଯୋଜନା PMAY କେନ୍ଦ୍ର ସରକାରଙ୍କ ର ପ୍ରମୁଖ ଯୋଜନା ମାନଙ୍କ ମଧ୍ୟରୁ ଗୋଟିଏ । ଏହି ଯୋଜନା ଅନୁସାରେ କେନ୍ଦ୍ର ସରକାର ୨୦୨୨ ସୁଧା ସମସ୍ତ ଗୃହ ହିନ ଙ୍କ ଆବାସ ଦେବାର ଲକ୍ଷ ରଖିଛନ୍ତି । ଏହି ଲକ୍ଷ କୁ କିପରି ପୁରା କରାଯାଇ ପାରିବ ସେଥିପାଇଁ CII ସରକାର ଙ୍କୁ ଆବାସ ଯୋଜନା ସହିତ ଲଭର୍ଥିମାନଙ୍କୁ ବୀମା ଯୋଜନା ର ସୁବିଧା ଦେବାକୁ ଦାବି କରିଛନ୍ତି ।
CII ର ଏହି ଦାବିକୁ ଯଦି ସରକାର ଗ୍ରହଣ କରି ନିଅନ୍ତି ଓ ପିଏମ୍ ଆବାସ ଯୋଜନା ସହିତ ବୀମା ଯୋଜନା କୁ ଲଞ୍ଚ କରନ୍ତି ତେବେ ଜନସାଧାରଣ ଙ୍କ ପାଇଁ ଏହା ଗୋଟିଏ ବଡ଼ ଉପଲବ୍ଧି ହୋଇ ପାରିବ । ଆଜି ପର୍ଯ୍ୟନ୍ତ ଏହି ଯୋଜନା ରେ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ପାଇଁ କୌଣସି କଭର ସୁବିଧା ନଥିଲା ।
ସିଆଇଆଇ ର ନିର୍ଦେଶକ କହିଛନ୍ତି ଲୋନ ଧାରକ ର ଯଦି ମୃତ୍ୟୁ ହୋଇଯାଏ ତେବେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଘର ମଧ୍ୟ ତିଆରି ହୋଇ ପାରିବ । ଶିଆଇଆଇ ପକ୍ଷରୁ କୁହା ଯାଇଛି ଯେ ବର୍ତ୍ତମାନ୍ ର ମହାମାରୀ ସମୟରେ ବୀମା ର ଆବଶ୍ୟକତା ରହିଛି । ତେଣୁ ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପୋଭୋକ୍ତ ମାନଙ୍କ ପାଇଁ ଗୋଟିଏ ସୁବିଧା ଅଟେ ।
Nalco

Comments are closed.