ପିପିଲି- ଦନ୍ତା ଯାଇଛିହେଲେଦେଇଯାଇଛିଦୁଃଖ ।ଫସଲ ଉଜାଡିଚାଷୀକୂଳକୁହତାଶକରିଛି । ଦନ୍ତାର ଦଳାଚକଟାରେଲଙ୍କା, ପୋଟଲ ଓ କଖାରୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗକରିଛନ୍ତିପିପିଲିବ୍ଲକରାଜତେଇଗାଁରଚାଷୀ ।
ରାଜତେଇଗାଁଗହୀରରେହାତୀ ଉପଦ୍ରବରେ ନଷ୍ଟ ହୋଇଛିକଖାରୁ, ଲଙ୍କା ଓ ପୋଟଳ ।ଯାହାକୁ ଦେଖିମୁଣ୍ଡରେହାତ ଦେଇଛିଚଷା ପୁଅ ।ଏବେସରକାରୀସହାୟତାହିଁଏମାନଙ୍କ ପାଇଁଏକମାତ୍ରସମ୍ବଳହୋଇପାରିବ ।ଧାରକରଜକରିକଖାରୁଚାଷକରିଥିଲେରାଜତେଇରରାମଚନ୍ଦ୍ରମିଶ୍ର । ଫସଲ ବାହାରିଥିଲେ ପରିବାରମୁହଁରେ ଦାନା ଦେଇଥାନ୍ତେ ।ହେଲେତାଙ୍କ ସ୍ୱପ୍ନ ଭାଙ୍ଗି ଦେଲାଦନ୍ତା ବାହୁବଳୀ ।ଆଉ ଏ ହେଉଛନ୍ତିସେହିଗାଁରଲଙ୍କାଚାଷୀପର୍ଶୁରାମମହାପାତ୍ର ।ସମିତିରୁ ଋଣ ଆଣିଲଙ୍କାଚାଷକରିଥିଲେ ।ଫଳ ପାକଳହୋଇସାରିଥିଲା ।ପ୍ରଥମ ଅମଳହୋଇଥାନ୍ତା ।କିନ୍ତୁ ଅମଳ ପୂର୍ବରୁଲଙ୍କାକ୍ଷେତକୁ ଧ୍ୱଂସକରି ଦେଇଛି ଦନ୍ତା ହାତୀ ।ଏବେ ଋଣ କେମିତିସୁଝିବେସେଇଚିନ୍ତାରେତାଙ୍କପେଟକୁ ଦାନା ଯାଉନି ।ତେବେତହସିଲଦାରକହିଛନ୍ତିବନବିଭାଗ ତଦନ୍ତ କରିକ୍ଷୟକ୍ଷତି ଆକଳନ କରିବ ।ବିଲରେହାତୀ ଦଳିଥିବାକଖାରୁ ଓ ଲଙ୍କାକୁ ଦେଖିଭାଙ୍ଗି ପଡିଛନ୍ତିଚାଷୀ ।ଯେଉଁକ୍ଷେତରୁ ପରିବାରପେଟକୁ ଦାନା ଯାଇଥାନ୍ତାସେହିକ୍ଷେତରଉଜୁଡା ଦୃଶ୍ୟ ଦେଖି ନିଜକୁସମ୍ଭାଳି ପାରୁନିସେ ।ଅପେକ୍ଷାସରକାରୀସହାୟତାକୁ ।
Prev Post