Odisha news

କନ୍ଧମାଳ ନିଯୁକ୍ତି ମେଳାରୁ ବଛା ଯାଇଥିବା ୧୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ

0

ଫୁଲବାଣୀ (Santosh Mishra) : ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଗତ ଜାନୁୟାରୀ ମାସ ୯ ତାରିଖ ଦିନ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ଯୋଗ ଦେଇଥିବା ପ୍ରାର୍ଥି ମାନଙ୍କ ମଧ୍ୟରୁ ୧୦ ଜଣ ପ୍ରାର୍ଥିଙ୍କୁ ମାସକୁ ୧୦ ହଜାର ଟଙ୍କା ଲେଖାଏଁ ଦରମାରେ ତାମିଲନାଡୁର କେ.ପି.ଆର ମିଲ୍ରେ ସହକାରୀ ଅପରେଟର ଭାବରେ ଚାକିରିରେ ଯୋଗ ଦେବା ପାଇଁ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କ ସମେତ ବାଲିଗୁଡା ଉପ-ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply