Odisha news

ପେଟ୍ରୋଲ ୧୦, ଡିଜେଲ ୧୩ ଟଙ୍କା ବୃଦ୍ଧି

0

ନୂଆଦିଲ୍ଲୀ, ୬।୫ : କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ଏହି ହ୍ରାସ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ । ମାତ୍ର ଭାରତରେ ଉପଭୋକ୍ତା ଏହାର ସୁଫଳ ପାଇବେ ନାହିଁ । କେନ୍ଦ୍ର ସରକାର ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଉପରେ ଉକ୍ସଊାଦ ଶୁÂକୁ ପ୍ରାୟ ୭୦% ବୃଦ୍ଧି କରିଛନ୍ତି । ୧.୬ ଲକ୍ଷ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ପାଇଁ ଏହି ବୃଦ୍ଧି କରାଯାଇଛି ।

Leave A Reply