Odisha news

ପ୍ରଭାବ ପକାଇଲା ପାରଳା ବିଧାୟକ କେ. ନାରାୟଣ ରାଓଙ୍କ ଶଗଡ ରାଲି

0
    ପାରଳାଖେମୁଣ୍ଡି -ପାରଳାଖେମୁଣ୍ଡି ବିଧାୟକଙ୍କ ଶଗଡ ଗାଡି ରେଲି ପକାଇଲା ପ୍ରଭାବ ଯେଉଁଠି ପାଇଁ ଆଜି ଓଡ଼ିଶା ସରକାର ଚାଷୀଙ୍କ ପାଇଁ କରିଲା କିଛି ସୁବିଧା। ପାରଳାଖେମୁଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ କହିଛନ୍ତି ଯେ ଗତ ୪ ତାରିଖରେ କରିଥିବା ରାଲି ଯୋଗୁଁ ଯେପରି ସରକାରଙ୍କ ଉପରେ ପ୍ରଭାବ ପଡ଼ିଥିଲା ତାହାରି ଉପରେ ଦେଇଥିଲେ କିଛି ମତ୍ତବ୍ୟ। ଏବେ ବାକି ଅଛି ପରିବହନ ବିଭାଗ ତେଣୁ ଚେତାବନୀ ଦେଇଥିଲେ ପରିବହନ ବିଭାଗକୁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା, କାଶିନଗର ବ୍ଲକ ଅଧ୍ୟକ୍ଷ ସି. ଏଚ୍. ସୀମାଦ୍ରୀ, ବରିଷ୍ଠ ବିଜେପି ନେତା ମୂଳଲୀ ଗୋପାଳ ରାଓ, ତ୍ରିପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply