Odisha news

ରାସ୍ତା ମଝିରେ ଜଳିଗଲା ଟ୍ରକ୍

0

ପାରାଦୀପ୍ – ରାସ୍ତା ମାଝୀ ରେ ଜଳିଗଲା ଟ୍ରକ୍ |ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର ଓ ହେଲପର | ଗାଡ଼ି ମଧ୍ୟରେ ଗ୍ୟାସ୍ ରେ ରୋଷେଇ କରୁଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି |OD 09 p 1729 ବିଶିଷ୍ଟ ଟ୍ରକ୍ ଟି ପାରାଦୀପ୍ କୁ ପଣ୍ୟ ଖଲାସ କରିବା ପାଇଁ ଆସୁଥିବା ବେଳେ ଟ୍ରକ୍ ର ଡ୍ରାଇଭର ଗାଡି ଭିତରେ ଗ୍ୟାସ୍ ଯୋଗେ ରୋଷେଇ କରୁଥିଲେ  |ପାରାଦୀପ୍ ହାତୀକଣ୍ଟା ନିକଟରେ ଗାଡ଼ି ଟି ଥିବାବେଳେ ଗ୍ୟାସ୍ ଟାଙ୍କି ତଳେ ପଡିଯିବା ଫଳରେ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା | ହଠାତ୍ ଟ୍ରକ୍ ଟି ରାସ୍ତା ମଝିରେ ହୁତହୁତ୍ ହୋଇ ଜଳୁଥିବା ବେଳେ ଡ୍ରାଇଭର ଓ ହେଲପର କୌଣଷି ପ୍ରକାରେ ଜୀବନ୍ ବଞ୍ଚାଇ ପଳାଇଥିଲେ  | ଖବର୍ ପାଇଁ କୁଜଙ୍ଗ ଦମକଳବାହିନୀ ଓ ଆଇ ଓ ସି ଏଲ୍ ଦମକଳବାହିନୀ ଆସି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି  |

Leave A Reply