Odisha news

ଆମେ ବିପରେ ସାଥି ପକ୍ଷରୁ ବୃକ୍ଷ ରୋପଣ

0

ପାଣିକୋଇଲି : ୮୯ ଦିନରେ ପହଂଚିଛି  ଆମେ ବିପଦରେ ସାଥି ପକ୍ଷରୁ ଅସହାୟଙ୍କ ମୁହଁରେ ଦାନା ଯୋଗାଇବାର ପ୍ରୟାସ ି । ଅନୁଷ୍ଠାନ ପକ୍ଷରୁ କେବଳ ଖାଦ୍ୟ ଯୋଗାଯାଉଛି ତାହା ନୁହେଁ ବରଂ ଆହତ ପଶୁ ପକ୍ଷô ମାନଙ୍କ ଚିକିସôା, ମୃତ ଷଣ୍ଢର ଶବଦାହ, ଦୁର୍ଘଟଣା ଗ୍ରସ୍ଥ ଲୋକମାନଙ୍କୁ ପ୍ରାଥମିକ ଚିକିସôା ସହ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ରହିଛି । ଆଜି ଅନୁଷ୍ଠାନର ସଦସ୍ୟ ବାଦଲ ନାୟକଙ୍କ ଜନ୍ମ ଦିନ ଅବସରରେ ମାଳଆନ୍ଦପୁର ପଂଚାୟତର ମାଧପୁର ଠାରେ ବୃକ୍ଷରୋପଣ କରାଯାଇଛି ।

ଲଗାଯାଇଥିବା ସମସ୍ତ ବୃକ୍ଷକୁ ଇଟା ଜାଲି ଦ୍ୱାରା ଆଛାଦିତ କରାଯାଇଛି । ଗଛ ଗୁଡିକୁ ବଂଚାଇବାର ସମସ୍ତ ପ୍ରୟାସ ଅନୁଷ୍ଠାନ ପକ୍ଷରୁ କରାଯାଇଛି । ଅନୁଷ୍ଠାନ ପକ୍ଷଣୁ ସୁବାସ ଧଳ, ତାରଣୀ ପଟ୍ଟନାୟକ, ମନମୋହନ ବାରିକ, ଅଶୋକ ବାରିକ, ସୁଧାଶଙ୍କର ବିଶ୍ୱାଳ, ରବିନ୍ଦ୍ର ବେହେରା, ରାକେଶ ରଂଜନ ପଣ୍ଡା, ସିଦ୍ଧାନ୍ତ ଧଳ, ବାଦଲ ନାୟକ, ଶୁଭ୍ରାଂଶୁ ନାୟକ, ତପନ ମହାନ୍ତି, ସୁଦର୍ଶନ କୁଣ୍ଡୁ, ସୁଶାନ୍ତ ସେନାପତି, ପ୍ରତାପ ସାହୁ, ବିକାଶ ପ୍ରଧାନ, ସମ୍ଭବ ସାହୁ, ଗୋଳକ ବିହାରୀ ପରିଡା, ଦିପ୍ତି ରଂଜନ ପରିଡା, ନବଘନ ନାୟକ, ସତ୍ୟବ୍ରତ ପଣ୍ଡା, ବିଜୟାନନ୍ଦ କବି, ରଜେନ୍ଦ୍ର କର, ମହଶ୍ୱେର ମହୀ, ଅଜୟ ସାହୁ, ଶିବ ପ୍ରସାଦ ବେହେରା, ଅଭିମନୁ୍ୟ ବେହେରା, ଅଜୟ ପୃଷ୍ଟି, ଶ୍ୟାମ ସୁନ୍ଦର ଦାସ, କପିଳେନ୍ଦ୍ର ସାହୁ, ଧନୁଷ ଦଳାଇ, ଅନୁପ ବେହେରା, ଅଶ୍ୱନୀ ଧଳ, ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇଥବଲେ ।

Leave A Reply