Odisha news

କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର : ବିଜେପିକୁ ତୀବ୍ର କଟାକ୍ଷ

୧୦ ବର୍ଷ କ୍ଷମତାରେ ଥିଲେ, ଚାଷୀ ମନେ ପଡୁ ନଥିଲେ, MSP ମନେ ପଡୁ ନଥିଲା

0

• ଭତ୍ତା ମନେ ପଡୁ ନଥିଲା, ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି, ବୁଢାବୁଢୀ ମନେ ପଡନ୍ତି, ଚାହିଁ ଥିଲେ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ

• MSP ଦୁଇ ଗୁଣ କରିପାରିଥାନ୍ତେ, ନିର୍ବାଚନ ଆସିଲେ ଏବେ ମନେ ପଡୁଛି, ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ

• ୨ କୋଟି ଚାକିରୀ କୁଆଡେ ଗଲା, ଦରଦାମ ଆକାଶ ଛୁଆଁ, ଲଗାମ ନାହିଁ• ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି

• ନୟାଗଡ ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି
• ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍‌ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍‌ଡୋର ଷ୍ଟାଡିୟମ ପାଇଁ ୬ କୋଟି

• ଯୋଡି ଶଙ୍ଖରେ ଆଶୀର୍ବାଦ କରିବା, ବିକାଶ ରଥକୁ ଆଗେଇ ନେବା

Nalco
Leave A Reply