Odisha news

ନବ ଯୌବନ ବେଶ ଏବଂ ନେତ୍ରୋତ୍ସବ ପାଳିତ

ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରାମସ୍ବାମୀ ମନ୍ଦିର କମିଟି ପକ୍ଷରୁ ନବ ଯୌବନ ବେଶ ଏବଂ ନେତ୍ରୋତ୍ସଵ ପାଳିତ ହୋଇଯାଇଅଛି। ମହାପ୍ରଭୁ ଜଗନ୍ନାଥ ୧୫ ଦିନର ଅସୁସ୍ଥତା ମଧ୍ୟରେ ରହି ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କମଲକାନ୍ତ ପଣ୍ଡା ଏବଂ ସହଧର୍ମିଣୀ ମିଳିତ ରୂପେ କୋଭିଡ କଟକଣା ନିୟମ ନେଇ ନେତ୍ରୋତ୍ସବ ରେ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରିଛନ୍ତି। ଦର୍ଶନ ପାଇଁ ବ୍ୟବସ୍ଥା କରି ସ୍ବତନ୍ତ୍ର ନୀତିକାନ୍ତି ରେ ଅନୁଷ୍ଠିତ ହୋଇଅଛି। ସେବାୟତ ମାନେ ଭଗବାନ ନୀତିକାନ୍ତି କରିଥିବା ବେଳେ ଭକ୍ତଙ୍କ ଦର୍ଶନ ବାରଣ ରହିଥିଲା

Govt

Comments are closed.