Odisha news

ଭାରତୀୟ ମଜଦୂର ସଂଘ ର ବୈଠକ

ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଗ୍ରେସନ ଧର୍ମଶାଲା ପରିସର ମଧ୍ୟରେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରର ରାଜ୍ୟ ସଙ୍ଗଠନ ସମ୍ପାଦକ ଗିରିଷ ଚନ୍ଦ୍ର ମହନ୍ତ, ନୂଆପଡା ପର୍ଯ୍ୟବେକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ସଭାପତି ସମ୍ବର ନିଆଁଲ, ପ୍ରଦୀପ କୁମାର ଦଣ୍ତସେନା ସମେତ ଶତାଧିକ ସଦସ୍ୟ ଯୋଗ ଦେଇ ମଜଦୂର ଙ୍କ ହକ ଏବଂ ଅଧିକାର ପାଇଁ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ। ସଂଗଠନ ଦ୍ବାରା ନିଜର ସମସ୍ୟା ସମାଧାନ କରିବାର ଏକ ମାତ୍ର ବୋଲି ସଙ୍ଗଠନ ର ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଖ ଦେବ ସାହୁ ଚୈତନ୍ୟ ମାଝୀ, ସୁଭାଶିନୀ ମେହେର, ଯଯାତି ମେହେର, ଯଶୋବନ୍ତ ଭୋଇ, ତାରିଣୀ ଭୋଇ, ଗିରିଧାରୀ ମାଝୀ ପ୍ରମୁଖ ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ।

Nalco

Comments are closed.