Odisha news

ଜିଲ୍ଲା ସଦର ମହକୁମା ଏକ କାର୍ଯ୍ୟଳୟରେ ଭାଲୁ : କର୍ମଚାରୀ ଆତଙ୍କିତ।

ନୂଆପଡା-୮/୭  ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି ଜିଲ୍ଲା ସଦର ମହକୁମା ମୃତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ଭିତରେ ଏକ ବଣୁଆ ଭାଲୁ ପସି ଆସିଛି,ବିଭାଗୀୟ କର୍ମଚାରୀ ମାନେ ଆତଙ୍କିତ ହୋଇପଡିଛନ୍ତି। ମୃତ୍ତିକ ସରଣକ୍ଷ ଓଭରସିଅର ଅଶୋକ ରଣା ଙ୍କ ନିବାସ ସମ୍ମୁଖରେ ଏକ ଘାସ ବୁଦା ଭିତରେ ଲୁଚି ରହିଛି, ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଆସି ଭାଲୁକୁ ଉଦ୍ଧାର କରିବା ପ୍ରୟାଷ କରିଥିଲେ ହେଁ ଖବର ଲେଖା ହେବା ଯାଏଁ ଭାଲୁ କାର୍ଯ୍ୟଳୟ କ୍ୟାମ୍ପସ ଭିତରେ ରହିଛି। କ୍ୟାମ୍ପସ ଭିତରେ ରହୁଥିବା ସମସ୍ତେ ଭାଲୁ ନ ବାହାରିବା ଯାଏଁ ଆତଙ୍କିତ ରେ ରହିଛନ୍ତି। ନୂଆପଡା ବନ ବିଭାଗ ଭାଲୁ କୁ ଘଉଡେଇବା ପାଇଁ ଉଦ୍ୟମ କରୁଛନ୍ତି।

IEC 2 years

Comments are closed.