Odisha news

ଆଜି ନେସନାଲ କଲେଜରେ ଆଲୁମିନା ଆସୋସିଏସନ ପକ୍ଷରୁ ବନ ମହୋତ୍ସବ

ନୂଆପଡା-୮/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଆଜି ଆଲୁମନି ଆସୋସିଏସନ ର ସଭାପତି ଶ୍ରୀ ସରୋଜ ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପ୍ରକାଶ ସାହୁ, ବିଭୁଦତ୍ତ ମିଶ୍ର, ପ୍ରଦୀପ ରାଉତ ତଥା ଖିରୋଦ ପାଢ଼ୀ, ମହେଶ ନିଆଲ, ବନ ବିଭାଗ ର ଶ୍ରୀ ନିରଞ୍ଜନ ମାଝୀ, ରେଞ୍ଜ ଅଫିସର, ଡମ୍ବରୁଧର ସାହୁ, ସଞ୍ଜୟ ପଟେଲ ଫରେଷ୍ଟର, ସମେରକାନ୍ତ ଠାକୁର, ଶୁଚିସ୍ମିତା ମୁଣ୍ଡ ଫରେଷ୍ଟ ଗାର୍ଡ, ରବୀନ୍ଦ୍ର ସେଠ ଅବସରପ୍ରାପ୍ତ ରେଞ୍ଜ ଅଫିସର ଏବଂ କଲେଜର ଅଧ୍ୟକ୍ଷI ଶ୍ରୀମତୀ କବିତା ରଥ, ଗଜେନ୍ଦ୍ର ପ୍ରସାଦ ନାଏକ, ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, କପିଳଦେବ ପାଣିଗ୍ରାହୀ, ଡ଼କ୍ଟର ମିନାକ୍ଷୀ ଦାସ, ଗୋପୀକିଶାନ ସୁନା, ଡ଼କ୍ଟର ପୌଲସ୍ତ୍ୟ ମହାନନ୍ଦ, ସୀମା ବରିହା, ନମ୍ରତା ତ୍ରିପାଠୀ, ହିତେଶ କୁମାର ସାହୁ,ନନ୍ଦିନୀ ମଞ୍ଜରୀ ହୋତ, କୋମନଲାଲ ଚନ୍ଦ୍ରକାର, ଶିବ ପ୍ରସାଦ ସା, ଯଶୋବନ୍ତ ଭୋଇ , ଡ଼କ୍ଟର ପ୍ରଣତି ପଣ୍ଡା,ଗୀତା ସେଠ ଏବଂପ ଅନ୍ୟାନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l ବୃକ୍ଷ ରୋପଣ ବର୍ତମାନ ର ଆବଶ୍ୟକତା ଏବଂ ସମସ୍ତେ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ଶେଷରେ ଅଧ୍ୟକ୍ଷl ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco

Comments are closed.