Odisha news

ଶିଶୁ ମନ୍ଦିରରେ ମାତୄଭାରତୀ ଗଠନ 

0
ନୂଆପଡ଼ା – ୧୧/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ଯ ତଥା ମାତୄଭାରତୀ ସଂଯୋଜକ ରମେଶ କୁମାର ହଂସଙ୍କ ଅଧ୍ଯକ୍ଷତାରେ ବିଦ୍ଯାଳୟର ମାତୄମଣ୍ତଳୀଙ୍କୁ ନେଇ ମାତୄଭାରତୀ ଗଠନ କରାଯାଇଛି । ଏନେଇ ଅନୁଷ୍ଠିତ ସଭାରେ ବିଦ୍ଯାଳୟ ପରିଚାଳନା ସମିତିର ସଦସ୍ଯା ଚନ୍ଦ୍ରକାନ୍ତୀ ମାଝୀ ଓ ମାତୄଭାରତୀ ପ୍ରମୁଖ ଆଚାର୍ଯ୍ଯା ମିନାକ୍ଷୀ ପାଢ଼ୀ, ସଂଯୋଜିକା ରଞ୍ଜିତା ଠାକୁର ଉପସ୍ଥିତ ଥିଲେ । ନବ ଗଠିତ ମାତୄଭାରତୀର ଅଧ୍ଯକ୍ଷା ଭାବରେ ନିରୂପମା ପାଣିଗ୍ରାହୀ, ଉପାଧ୍ଯକ୍ଷା ଡାକନ୍ତି ହଂସ, ସମ୍ପାଦିକା ଅଞ୍ଜଳୀ ପାଣିଗ୍ରାହୀ, ସହ ସମ୍ପାଦିକା କୁନ୍ତୀ ମେହେର, ଆର୍ଥିକ ବିଭାଗରେ ରୀତାଞ୍ଜଳୀ ମେହେର, ପ୍ରଚାରପ୍ରସାରରେ ଦିପା ବୈଠାରୁ ଓ ସୁରଭୀ ସାହୁ, ସେବା ପାଇଁ ମନସ୍ୱିନୀ ପ୍ରଧାନ ଓ ସୁମିତ୍ରା ଦାଶ, ସ୍ୱଚ୍ଛତାରେ ସବିତା ମେହେର ଓ ରଶ୍ମିତା ରାଉତ, ସାଜସଜ୍ଜା ବିଭାଗରେ ନମିତା ମେହେର ଓ ତୄପ୍ତି ମେହେର, ସମ୍ପର୍କରେ ସନ୍ତୋଷିନୀ ତାଣ୍ତି, କାର୍ଯ୍ଯକ୍ରମ ବିଭାଗରେ ଭାର୍ଗବୀ ମେହେର ଓ କୁନି ମେହେରଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ମାତୃଭାରତୀର ସଦସ୍ଯା ମାନେ ବିଦ୍ଯାଳୟର ବିଭିନ୍ନ କାର୍ଯ୍ଯକ୍ରମରେ ସହଯୋଗ କରିବେ ବୋଲି ଜଣାପଡ଼ିଛି ।

Leave A Reply