Odisha news

ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ପ୍ରଭାରୀ ମନୋନୀତ।

ନୂଆପଡା-୩/୮ ସକାଳ ଖବର (ସୁରେନ୍ଦ୍ର ତିୱାରି) : ନୂଆପଡା ଜିଲ୍ଲାର ବରିଷ୍ଠ ବିଜେପି ନେତା ମନିଜର ଆର୍ଯ୍ୟଙ୍କୁ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚାର ବରଗଡ ଓ କୋରାପୁଟ ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ନୂଆଁ ଦାୟିତ୍ବ ଦେଇଛନ୍ତି । ରାଜ୍ୟର ୩୦ ଜିଲ୍ଲା ପାଇଁ ୨୬ ଜଣଙ୍କୁ ପ୍ରଭାରୀ ଦାୟିତ୍ବ ଦିଆ ଯାଇଛି ।

Ad2

Comments are closed.