Odisha news

ଏନଟିପିସି ପକ୍ଷରୁ କ୍ୱାରେଟାଇନ ସେଂଟରକୁ ସାନିଟାଇଜର ବଂଟନ

0

କଣିହାଁ : କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିନିତ ଏନଟିପିସି,କଣିହାଁ ପକ୍ଷରୁ ପାରିପାଶ୍ୱର୍ିକ ଗ୍ରାମ, ଗ୍ରାମ ପଂଚାୟତ ଓ କ୍ୱାରେଂଟାଇନ ସେଂଟରକୁ ସାନିଟାଇଜର ବଂଟନ କରାଯାଇଛି ।

ଏନଟିପିସି ପକ୍ଷରୁ କଣିହାଁ ବିଡିଓ ଅଫିସ, ତହସିଲ ଅଫିସ, କଣିହାଁ ମେଡିକାଲ,  କଣିହାଁ, ଗଦାଶିଳା, ଡେରଙ୍ଗ, କମରେଇ, ହରିହରପୁର,  ବିଜିଗୋଳ, କଂକିଳି, ଗୁରୁଜାଙ୍ଗ ଇତ୍ୟାଦି ୮ଟି ପାରିପାଶ୍ୱର୍ିକ ଗ୍ରାମ ସହିତ କ୍ୱାରେଂଟାଇନ ସେଂଟରକୁ ସିଏସଆର ଯୋଜନା ମାଧ୍ୟମରେ ସାନିଟାଇଜର ବଂଟନ କରାଯାଇଥିବା ଏନଟିପିସି ସୁତ୍ରରୁ ପ୍ରକାଶ ।

Leave A Reply