Odisha news

ସରିଆଁ ଗ୍ରାମରେ ଚାରା ରୋପଣ କାର୍ଯ୍ୟକ୍ରମ

ନର୍ଲା (ଦୀପକ କୁମାର ଠାକୁର) ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିନରେ ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମର ସାପ୍ତାହିକ ବଜାର ପଡିଆ ଓ ଗ୍ରାମର ଜଙ୍ଗଲରେ ପାତଞ୍ଜଳି ଯୁବା ଭାରତ କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ଓ ଉପ ସଭାପତି ଶୁକଦେଵ ସାହୁ ଓ କୋଷାଧ୍ୟକ୍ଷ ସମ୍ୟରଂଜନ ସା, ସହ ସମ୍ପାଦକ ରଶ୍ମିରଞ୍ଜନ ସା, କ୍ଲବର ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ , ଅଶିମ ଭୋଇ , ସୌରଭ କୁମାର ଭୋଇ,ଗୋବିନ୍ଦ ମାଝୀ,ସନ୍ୟାସୀ ଭୋଇ, ନିରୋଜ କୁମାର ମହାପାତ୍ର ଏବଂ ଉକ୍ତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Shares