Odisha news

ମଣ୍ଡିରୁ ସମସ୍ତ ଧାନ ଉଠାଇବା ଦାବିରେ ବିଜେପିର ୩ଘଣ୍ଟିଆ ଚକା ବନ୍ଦ

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ଚାରିଛକ ଠାରେ ବିଜେପି କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ଧାନ ମଣ୍ଡିରୁ ଧାନ ନ ଉଠିବାକୁ ନେଇ ୩ ଘଣ୍ଟିଆ ଚକା ବନ୍ଦ କରାଯାଇଛି। ଆଜି ଦିନ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ଏହି ଚକାବନ୍ଦ ଆନ୍ଦୋଳନ ଜାରି ରହିଥିଲା। ଏଥିରେ ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ପର୍ଶୁରାମ ପଣ୍ଡା,ମନ୍ମୟ ଚାନ୍ଦ, ସରୋଜ ବୁଦ୍ଧିଆ, ତ୍ରିନାଥ ସେନାପତି, ଜଗନ୍ନାଥ  ଗଉଡ, ରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Govt

Comments are closed.