Odisha news

ମ୍ୟାଗି ନୁଡୁଲସ ଆଣିଲା ସମ୍ପର୍କରେ ଫାଟ : ସ୍ୱାମୀଙ୍କୁ ମ୍ୟାଗି ନୁଡୁଲସ ୩ ବେଳା ଖାଇବାକୁ ଦେଇ ସ୍ତ୍ରୀ ପାଇଲେ ଛାଡପତ୍ର

0
ନୂଆଦିଲ୍ଲୀ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଭାବରେ ପାଟିତୁଣ୍ଡ ହୋଇଥାଏ, ଏହା ପରେ ଏତେ ବିଗିଡି ଯାଇଥାଏ ଯେ ଛାଡପତ୍ର ନେବାକୁ ବାଧ୍ୟ କରିଥାଏ l ବେଳେବେଳେ ଗମ୍ଭୀର ମାମଲା ହୋଇଥିବା ବେଳେ ଆଉ ବେଳେ ବେଳେ ଛୋଟ ଘଟଣାରେ ମଧ୍ୟ ଛାଡପତ୍ର ମାମଲା ସାମ୍ନାକୁ ଆସିଥାଏ l ନିକଟରେ ମିଳିଥିବା ସମାଚାରପତ୍ର newindianexpress ଅନୁସାରେ ଜଣେ ସ୍ୱାମୀ ନିଜ ପତ୍ନୀ ଙ୍କ ନିକଟରୁ ଏଥିପାଇଁ ଛାଡପତ୍ର ନେଲେ କାରଣ ହେଉଛି ତାଙ୍କ ପତ୍ନୀଙ୍କୁ ରୋଷେଇ କରିବା ଆସୁ ନଥିଲା l ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ରେ ନୁଡୁଲସ ପ୍ରସ୍ତୁତ କରୁଥିଲେ l ପ୍ରତିଦିନ ନୁଡୁଲସ ଖାଇ ଖାଇ ସ୍ୱାମୀ ଜଣଙ୍କ ବ୍ୟସ୍ତ ହୋଇ ଛାଡପତ୍ର ନେଇଗଲେ l
ଏହି ଛାଡପତ୍ର ଘଟଣାର ନ୍ୟାୟାଧୀଶ ଥିବା ମଇଶୁର ର ଜଜ ଏମଏଲ ରଘୁନାଥ ଗୋଟିଏ ଇଣ୍ଟରଭିୟୁ ରେ କହିଥିଲେ ଯେ ଯେତେବେଳେ ସେ ବ୍ଳଲାରୀ ଜିଲ୍ଲା ରେ ନ୍ୟାୟାଧୀଶ ଥିଲେ ସେତେବେଳେ ତାଙ୍କ ନିକଟକୁ ଗୋଟିଏ ଅଦ୍ଭୁତ ମାମଲା ଆସିଥିଲା l ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମାଗି ପ୍ରସ୍ତୁତ କରିବାକୁ ନେଇ ଚିନ୍ତିତ ଥିଲେ l ନ୍ୟୟାଧିଶ ଏମଏଲ ରଘୁନାଥ ଏହି କେଶ ର ନାମ ମାଗି କେଶ ରଖିଥିଲେ l ଏହି କେଶ କୁ ନେଇ ସେ କହିଥିଲେ ଯେ ଲୋକମାନେ ଖୁବ ଛୋଟ ଛୋଟ କଥାକୁ ନେଇ ଛାଡପତ୍ର ନେଇ ଯାଉଛନ୍ତି l
Nalco
Leave A Reply