Odisha news

ଶୁଭ ସକାଳ

0
ସକଳ ମୁହେଁ  ଖେଳୁ ସନେଲି ହସ
 ଅଜାଡ଼ି ଦେ ପ୍ରଭୁ ତୋହରି ଆଶିଷ  ।
 ପାସେ ନାହିଁ ତୋ ଉଚ୍ଚ ନୀଚ ସେ ଭାବ
ଜଗତ ର କର୍ତ୍ତା ପ୍ରଣାମ ଟି ନେବ ।..
 ତୋ ମନ୍ଦିର ପବିତ୍ର ବାଲୁକା ରାଶି
ସରଗ ର  ଶାନ୍ତି ଦିଅଇ ପରସି ।
ଦେ ରେ ପ୍ରଭୁ ତୋର ଆଶିଷ ବରଷି
ଅସତ ପଥେ ପାଦ ନଯାଉ  ଖସି ।
             *****   ଅକ୍ଷୟ ପଣ୍ଡା
Leave A Reply