Odisha news

ମାଙ୍କଡ଼ର ମଣିଷ ଭଳି ବସ୍‌ ଯାତ୍ରା

0

ମାଙ୍କଡ଼ ମଣିଷ ଭଳି ବୁଲୁଥିବା ଓ ମସ୍ତି କରୁଥିବାର ଏକ ଫଟୋ ଟ୍ୱିଟର୍‌ରେ ପୋଷ୍ଟ ହୋଇଛି । ମାଙ୍କଡ଼ଟି ବେଶ୍‌ ଆରାମରେ ବସ୍‌ରେ ବସିଛି । ଶେଫାଳି ମିଶ୍ରା ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର ହେବା ପରେ ଲୋକେ ଖୁବ୍‌ ପସନ୍ଦ କରିଥିବାବେଳେ ଶହଶହ ଲୋକ କମେଣ୍ଟ କରିଛନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି, କରୋନା ବ୍ୟାପୁଛି । ମାଙ୍କଡ଼କୁ ମାସ୍କ ପିନ୍ଧାନ୍ତୁ ।

Leave A Reply