Odisha news

ଶନି ଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ୩ ରାଶି ପାଇଁ ଶୁଭଫଳ

0

ଶନି ଙ୍କର ନକ୍ଷତ୍ର ପରିବର୍ତ୍ତନ ସେତିକି ମହତ୍ଵପୁର୍ଣ ଯେତିକି ରାଶି ପରିବର୍ତ୍ତନ ଅଟେ, ଶନି ଙ୍କ ଗୋଚର ଅନ୍ୟ ଗ୍ରହଙ୍କ ତୁଳନାରେ ଧୀର ଏବଂ ସେ ସେହି ଧୀର ଗୋଚର କରି ନକ୍ଷତ୍ର ଓ ରାଶି ପରିବର୍ତ୍ତନ କରିଥାଆନ୍ତି, ବର୍ତମାନ ଶନି ଉତ୍ତରଭାଦ୍ରପଦ ନକ୍ଷତ୍ର ଓ ମୀନ ରାଶିରେ ବିରାଜମାନ କରିଛନ୍ତି, ଖୁବ ଶୀଘ୍ର ଶନି ନିଜ ଚଳନ ରେ ପରିବର୍ତ୍ତନ କରିବେ, ଶନି ଙ୍କ ନକ୍ଷତ୍ର ପି[ଅରିବର୍ତନ ର ପ୍ରଭାବ ସମଗ୍ର ୧୨ ଟି ରାଶି ଉପରେ ପଡିବ, ଶନି ଙ୍କ ଚଳନ ପରିବର୍ତ୍ତନ ହେବାଦ୍ବାରା କ୍ୟାରିଅର ରେ ପରିବର୍ତ୍ତନ, ଆର୍ଥିକ ସ୍ଥିତି ରେ ପରିବତନ , ଅନୁଶାସନ ଓ ପରିଶ୍ରମ ରେ ସଫଳତା ମିଳିଥାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କର୍ମଫଳଦାତା ଶନି ମେ ମାସ ୧୭ ତାରିଖରୁ ନକ୍ଷତ୍ର ପରିବର୍ତ୍ତନ କରିବେ, ଶନିଙ୍କର ଏହି ଗୋଚର ଉତ୍ତରଭାଦ୍ରପଦ ନକ୍ଷତ୍ର ଗୋଚର ରୁ ରେବତୀ ନକ୍ଷତ୍ରକୁ ହେବ l ରେବତୀ ନକ୍ଷତ୍ରର ଗ୍ରହାଦିପଟି ବୁଧ , ତେଣୁ ଏହା କିଛିଟା ରାଶିଙ୍କ ପାଇଁ ଶୁଭଫଳ ଆଣିବ l

* ଶନି ରେବତୀ ନକ୍ଷତ୍ର କୁ ଗୋଚର କରିବା ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ, ପରିବାରର ସୁଖଶାନ୍ତି ରହିବ, ଭୂମି ରେ ନିବେଶ କରିବା ଜରୁରୀ, ବିଦେଶ ଯାତ୍ରା ସମ୍ଭବ, ବୈବାହିକ ଜୀବନ ରେ ମଧୁରତା ରହିବ, ବ୍ୟବସାୟ ରେ ସଫଳତା ମିଳିବ l

* ବୁଧ ଙ୍କର ରେବତୀ ନକ୍ଷତ୍ର ରେ ଶନିଙ୍କ ଗୋଚର କରିବା ବୃଷ ରଷିର ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ, କ୍ୟାରିଅର ରେ ସଫଳତା ପାଇବେ, ଜୀବନସାଥୀ ଙ୍କର ସହଯୋଗ ମିଳିବ, ଆର୍ଥିକ ସ୍ଥିତି ରେ ସୁଧାର ଆସିବ l

* ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କର ରେବତୀ ନକ୍ଷତ୍ର ରେ ଗୋଚର ଖୁବ ଶୁଭ ଅଟେ, ବସ ଙ୍କ ସପୋର୍ଟ ମିଳିବ, ପରିବାର ସହିତ ଭଲ ସମୟ ଅତିବାହିତ ହେବ, ବନ୍ଧୁ ଙ୍କ ସହିତ ଭଲ ସମୟ କଟିବ lଶନି ଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ୩ ରାଶି ପାଇଁ ଶୁଭଫଳ

ଶନି ଙ୍କର ନକ୍ଷତ୍ର ପରିବର୍ତ୍ତନ ସେତିକି ମହତ୍ଵପୁର୍ଣ ଯେତିକି ରାଶି ପରିବର୍ତ୍ତନ ଅଟେ, ଶନି ଙ୍କ ଗୋଚର ଅନ୍ୟ ଗ୍ରହଙ୍କ ତୁଳନାରେ ଧୀର ଏବଂ ସେ ସେହି ଧୀର ଗୋଚର କରି ନକ୍ଷତ୍ର ଓ ରାଶି ପରିବର୍ତ୍ତନ କରିଥାଆନ୍ତି, ବର୍ତମାନ ଶନି ଉତ୍ତରଭାଦ୍ରପଦ ନକ୍ଷତ୍ର ଓ ମୀନ ରାଶିରେ ବିରାଜମାନ କରିଛନ୍ତି, ଖୁବ ଶୀଘ୍ର ଶନି ନିଜ ଚଳନ ରେ ପରିବର୍ତ୍ତନ କରିବେ, ଶନି ଙ୍କ ନକ୍ଷତ୍ର ପି[ଅରିବର୍ତନ ର ପ୍ରଭାବ ସମଗ୍ର ୧୨ ଟି ରାଶି ଉପରେ ପଡିବ, ଶନି ଙ୍କ ଚଳନ ପରିବର୍ତ୍ତନ ହେବାଦ୍ବାରା କ୍ୟାରିଅର ରେ ପରିବର୍ତ୍ତନ, ଆର୍ଥିକ ସ୍ଥିତି ରେ ପରିବତନ , ଅନୁଶାସନ ଓ ପରିଶ୍ରମ ରେ ସଫଳତା ମିଳିଥାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କର୍ମଫଳଦାତା ଶନି ମେ ମାସ ୧୭ ତାରିଖରୁ ନକ୍ଷତ୍ର ପରିବର୍ତ୍ତନ କରିବେ, ଶନିଙ୍କର ଏହି ଗୋଚର ଉତ୍ତରଭାଦ୍ରପଦ ନକ୍ଷତ୍ର ଗୋଚର ରୁ ରେବତୀ ନକ୍ଷତ୍ରକୁ ହେବ l ରେବତୀ ନକ୍ଷତ୍ରର ଗ୍ରହାଦିପଟି ବୁଧ , ତେଣୁ ଏହା କିଛିଟା ରାଶିଙ୍କ ପାଇଁ ଶୁଭଫଳ ଆଣିବ l

* ଶନି ରେବତୀ ନକ୍ଷତ୍ର କୁ ଗୋଚର କରିବା ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ, ପରିବାରର ସୁଖଶାନ୍ତି ରହିବ, ଭୂମି ରେ ନିବେଶ କରିବା ଜରୁରୀ, ବିଦେଶ ଯାତ୍ରା ସମ୍ଭବ, ବୈବାହିକ ଜୀବନ ରେ ମଧୁରତା ରହିବ, ବ୍ୟବସାୟ ରେ ସଫଳତା ମିଳିବ l

* ବୁଧ ଙ୍କର ରେବତୀ ନକ୍ଷତ୍ର ରେ ଶନିଙ୍କ ଗୋଚର କରିବା ବୃଷ ରଷିର ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ, କ୍ୟାରିଅର ରେ ସଫଳତା ପାଇବେ, ଜୀବନସାଥୀ ଙ୍କର ସହଯୋଗ ମିଳିବ, ଆର୍ଥିକ ସ୍ଥିତି ରେ ସୁଧାର ଆସିବ l

* ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କର ରେବତୀ ନକ୍ଷତ୍ର ରେ ଗୋଚର ଖୁବ ଶୁଭ ଅଟେ, ବସ ଙ୍କ ସପୋର୍ଟ ମିଳିବ, ପରିବାର ସହିତ ଭଲ ସମୟ ଅତିବାହିତ ହେବ, ବନ୍ଧୁ ଙ୍କ ସହିତ ଭଲ ସମୟ କଟିବ l ଶନି ଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ୩ ରାଶି ପାଇଁ ଶୁଭଫଳ

* ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କର ରେବତୀ ନକ୍ଷତ୍ର ରେ ଗୋଚର ଖୁବ ଶୁଭ ଅଟେ, ବସ ଙ୍କ ସପୋର୍ଟ ମିଳିବ, ପରିବାର ସହିତ ଭଲ ସମୟ ଅତିବାହିତ ହେବ, ବନ୍ଧୁ ଙ୍କ ସହିତ ଭଲ ସମୟ କଟିବ l

Govt
Leave A Reply