ବାରିପଦା : ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତାଦଳ ସଭାପତି ଦେବିରଞ୍ଜନ ତ୍ରିପାଠୀ ମୟୂରଭଞ୍ଜ ବିଜୁ ଛାତ୍ର ଜନତାଦଳ ସଭାପତି ସୁନିଲ ନାୟକଙ୍କ ନେୃତ୍ୱରେ ଏକ ବିଶାଳଟିମ୍ ଗଠନ କରିଛନ୍ତି । ଏହି ଟିମ୍ରେ ୧୦ଜଣ ଉପସଭାପତି ଓ ସାଧାରଣ ସମ୍ପାଦକ ଏବଂ ୨୦ଜଣ ସମ୍ପାଦକଙ୍କ ସହ ୨ଜଣ ସୋସିଆଲ ମିଡିଆ ସଂଯୋଜକଙ୍କୁ ଟିମ୍ରେ ସ୍ଥାନ ଦେଇଛନ୍ତି । ଜିଲ୍ଲା ଉପସଭାପତି ଭାବେ ଅମିତ୍ କୁମାର ବୈଠା, ଅନନ୍ତ କୁମାର ମହାନ୍ତି, ମାନଗୋବିନ୍ଦ ପାଣିଗ୍ରାହୀ, ସଞ୍ଜୟ ବେହେରା, ରବିନ୍ଦ୍ର ମହାନ୍ତି, ଦିପକ ମଢୁଆଳ, ଦେବ୍ଜିତ ପଟ୍ଟନାୟକ, ଅକ୍ଷୟ ସିଂ, ସୁଭଜିତ୍ ପାଣି, ହର୍ଷବଧନ ମୁଦୁଲି, ସାଧାରଣସମ୍ପାଦକ ଭାବେ ତରୁଣ କୁମାର ନାୟକ, ତରୁଣ ସିଂ, ସୌରଭ ପରିଡା, ରୱନିତ୍ ବିଶ୍ୱାଳ, ଦୁର୍ଗା ମହାନ୍ତ, ମିସ୍ ସୁଦେଶା ମହାନ୍ତ, କାନନ୍ ମିଶ୍ର, ବିକାଶ ବାରିକ, ପଙ୍କଜ ବେହେରା, ଭବାନୀ ଧଡା, ସମ୍ପାଦକ ଭାବେ ଦେବରଞ୍ଜନ ମହାନ୍ତ, ଅମର ପଞ୍ଝା, ବିଶ୍ୱରଞ୍ଜନ ମହାନ୍ତ, ଅଭିଶେକ ମହାପାତ୍ର, ମହମ୍ମଦ୍ ମାସୁର ଅନସାରୀ, ଦିପକ ନାୟକ, ତନ୍ମୟ ମହାନ୍ତି, ରଞ୍ଜନ ବେହେରା, ଆଶିଷ ମହାପାତ୍ର, ରଜତ୍ ନାୟକ, ସୌମ୍ୟରଞ୍ଜନ ମହାନ୍ତ, କାର୍ତ୍ତିକ ସିଂ, ସଞ୍ଜିବ୍ ପରିଡା, ମିସ୍ ଅର୍ଚ୍ଚନା ଉପାଧ୍ୟାୟ, ସଞ୍ଜିବ୍ ପୂର୍ତ୍ତି, ପ୍ରକାଶ ପାତ୍ର, ସୁଶାନ୍ତ ଦାସ, ବିଶ୍ୱଜିତ୍ ସାହା, ବର୍ଷାରାଣୀ ପାତ୍ର, ରାହୁଲ ରାମ ଏବଂ ସୋସିଆଲ୍ ମିଡିଆ ସଂଯୋଜକ ଭାବେ ରିଙ୍କୁ ଦାସ ଓ ଦିଲ୍ଲିପ ଚୌଧୁରୀ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି କୁଳିଆଣା ବ୍ଲକ ସଭାପତି ଶୁଭେନ୍ଦୁ ବାସୁରୀ, ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ହରିଶଙ୍କର ମହାନ୍ତ, ବାଙ୍ଗିରିପୋଷି ବ୍ଲକ ସଭାପତି ଦିପକ କୁମାର ଦତ୍ତ, ଖୁଣ୍ଟା ବ୍ଲକ ସଭାପତି ମନୋଜ ସାହୁ, ବାରିପଦା ବ୍ଲକ ସଭାପତି ଭୀଷ୍ମ ମହାନ୍ତ, ବଡସାହି ବ୍ଲକ ସଭାପତି କାର୍ତ୍ତିକ ସାମଲ, ବେତନଟୀ ବ୍ଲକ ସଭାପତି ମନୀଷ ଗିରି, ଉଦଳା ବ୍ଲକ ସଭାପତି ଶୈଳେଷ ବିଶ୍ୱାଳ, କପ୍ତିପଦା ବ୍ଲକ ସଭାପତି ଆଶିଷ ଦାସ, ଜିବିନଗର ବ୍ଲକ ସଭାପତି ଦିଲ୍ଲିପ ମହାପାତ୍ର, ମୋରଡା ବ୍ଲକ ସଭାପତି ରଞ୍ଜନ ମହାନ୍ତ, ଶୁଳିଆପଦା ବ୍ଲକ ସଭାପତି ହରିଶଙ୍କର ବାରିକ ଓ କାର୍ଯ୍ୟକାରୀ ସଭାପତି ବିଜୟ ମାରାଣ୍ଡି, ରାସୋବିନ୍ଦପୁର ବ୍ଲକ ସଭାପତି ଆଶିଷ ମହାନ୍ତ, ବାରିପଦା ସହର ସଭାପତି କାମିନୀକାନ୍ତ ପରିଡା ଓ କାର୍ଯ୍ୟକାରୀ ସଭାପତି ଅଭିନାଶ ବେହେରା, ଉଦଳା ଏନଏସସି ସଭାପତି ଜଗନ୍ ନାୟକ ଏବଂ କାର୍ଯ୍ୟକାରୀ ସଭାପତି ସହେବ୍ ଅହମ୍ମଦ ପ୍ରମୁଖ ମନୋନୀତ ହୋଇଛନ୍ତି ।
