Odisha news

ଗବେଷଣା ରୁ ଖୁଲାସା : ପୁରୁଷ ମାନେ ନିର୍ଦ୍ଧିଷ୍ଟ ବୟସ ସୀମା ମଧ୍ୟରେ ପିତା ହେବା ଆବଶ୍ୟକ, ନଚେତ ସନ୍ତାନ ମାନଙ୍କର ହୋଇଥାଏ ଏହିସବୁ ସମସ୍ୟା

0

ଗୋଟିଏ ଗବେଷଣା ଅନୁସାରେ ଗୋଟିଏ ପୁରୁଷ ଲୋକ ୨୦ – ୩୦ ବର୍ଷ ମଧ୍ୟରେ ପିତା ହେବା ସମ୍ପୂର୍ଣ ଠିକ l ବିଶେଷ ଭାବରେ ଏହି ବୟସ ସୀମା ମଧ୍ୟରେ ପୁରୁଷ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ ଠିକ ରହିଥାଏ l କାରଣ ୩୦ ବର୍ଷ ପରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ l ଯାହା ପିତୃତ୍ୱ ଲାଭ କରିବାରେ ବିଭିନ୍ନ ଅସୁବିଧା ର କାରଣ ହୋଇଥାଏ l

୧- ଅଧିକ ବୟସରେ ପିତା ହେବା ଦ୍ୱାରା ନ୍ୟୁରୋ ଡେଭେଲପମେଣ୍ଟ ରୋଗ ଥିବା ଛୁଆ ଜନ୍ମ ହେବାର ଅଧିକ ସମ୍ଭାବନା ରହିଥାଏ l ଅନ୍ୟ ପକ୍ଷରେ ୪୦ ରୁ ଉର୍ଧ୍ଵ ବୟସରେ ପୁରୁଷ ମାନେ ପିତୃତ୍ୱ ଲାଭ କରିବାକୁ ଚାହୁଁଥିଲେ ସେମାନେ ଅଟିଯିମ ସ୍ପେକଟ୍ରମ୍ ବିକାର ବିକଶିତ ହେବାର ସମ୍ଭାବନା ରହିଥାଏ l

୨ – ପୁରୁଷ ମାନଙ୍କର ସମୟ ସମୟରେ ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପଡିଥାଏ ଓ ଖାସ କରି ସେତେବେଳେ ଯେତେବେଳେ ବୟସ ତାଙ୍କର ବଢିଥାଏ l ସେଥିପାଇଁ ଖରାପ ଖାଦ୍ୟ, ସ୍ମୋକିଙ୍ଗ, ଡ୍ରିଙ୍କ, ଔଷଧ ଖାଇବା ଓଜନ ବୃଦ୍ଧିର କାରଣ ହୋଇଥାଏ l

୩- ଏପରି ସ୍ଥିତିରେ ଭଲ ଖାଦ୍ୟ ଖାଇବା ଆବଶ୍ୟକ , ଆପଣଙ୍କ ଓଜନ ଯେତେ ଅଧିକ ହୋଇଥିଲେ ସୁଧା l ଯଦି ଆପଣଙ୍କ ଓଜନ ଅଧିକ ଅଟେ, ତେବେ କିଛିଟା ଓଜନ ହ୍ରାସ କରି ପିତୃତ୍ୱ ଲାଭ କରନ୍ତୁ l  ଏହାଛଡା ସାମାନ୍ୟ ଓଜନ ହ୍ରାସ ଦ୍ୱାରା ସ୍ପର୍ମ ମଧ୍ୟ ଉନ୍ନତ ଧରଣର ହୋଇଥାଏ l

୪- ଗୋଟିଏ ଅଧ୍ୟୟନ ଅନୁସାରେ ଯଦି ପୁରୁଷ ମାନେ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ଆହାର ନେବା ଆବଶ୍ୟକ l ତେବେ ସ୍ପର୍ମ କାଉଣ୍ଟ ବଢିବାର ଆଶଙ୍କା ରହିଥାଏ l ଅନ୍ୟ ପକ୍ଷରେ ସ୍ପର୍ମ କ୍ୱାଲିଟି ରେ ସୁଧାର ଆଣିବା ପାଇଁ ମଦ୍ୟପାନ ଓ ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ l

Leave A Reply