Odisha news

ମାନୁଷୀଙ୍କ ୱାର୍କଆଉଟ୍

0

କରୋନା କାଳରେ ଦାନକୁ ନେଇ ଲୋକଙ୍କ ମଧ୍ୟରେ ସକାରାତ୍ମକତା ଦେଖି ଏବେ ଏହାକୁ ଅନେକେ ସ୍ୱାସ୍ଥ୍ୟ ସହ ଯୋଡ଼ିବାକୁ ପ୍ରସ୍ତୁତ । ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ଆର୍ଜେଣ୍ଟିନା ଫୁଟବଲ୍‌ ଖେଳାଳି ଲିୟୋନେଲ ମେସ୍ସି, ବ୍ରିଟିଶ ଫୁଟବଲର୍‌ ଡେଭିଡ
ବେକହମ୍‌ ଓ ଭାରତୀୟ କ୍ରିକେଟର ରୋହିତ ଶର୍ମା ଆଦିଙ୍କ ସହ ମିଶି ଏକ ନୂଆ ସ୍କିମ୍‌ ବାହାର କରିଛନ୍ତି । ଏହା ଜରିଆରେ ସେଲିବ୍ରିଟିଙ୍କ ଗହଣରେ ଏକ ଘଣ୍ଟାର ୱାର୍କଆଉଟ୍‌ ପାଇଁ ୭୦ ଟଙ୍କା ଦାନ କରିବାକୁ ହେବ । ମାନୁଷୀ କହିଛନ୍ତି, ମୁଁ ଏହି ସୁପର ଗ୍ଲୋବାଲ ଅଭିଯାନ ‘ହୋମ ଟିମ୍‌ ହିରୋ ଚାଲେଞ୍ଜ’ର ଅଂଶୀଦାର ହେବା ନେଇ ଉତ୍ସାହିତ

Leave A Reply