Odisha news

ମା ଲକ୍ଷ୍ମୀଙ୍କର ” ଲକ୍ଷ୍ମୀ ମହାମନ୍ତ୍ର” ଖୋଲି ଦେଇଥାଏ ଜୀବନରେ ସଫଳତାର ବାଟ

0
ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ନିର୍ଦ୍ଧିଷ୍ଟ ଦିନ ଭାବରେ ଗୁରୁବାର ଦିନ ପୂଜା କରାଯାଇଥାଏ । କିନ୍ତୁ ବିଶେଷ ଭାବରେ ମା ଅନ୍ନପୂର୍ଣ୍ଣା ଙ୍କୁ ପ୍ରତିଦିନ ମଧ୍ୟ ଆପଣ ପୂଜା କରି ପାରିବେ । କାରଣ ଭଗବାନ୍ ଓ ଭକ୍ତଙ୍କ ମଧ୍ୟରେ କୌଣସି ନିର୍ଦ୍ଧିଷ୍ଟ ଦିନ ନଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଲକ୍ଷ୍ମୀ ଙ୍କୁ ଲକ୍ଷ୍ମୀ ମହାମନ୍ତ୍ର ଦ୍ଵାରା ସନ୍ତୁଷ୍ଟ କରାଯାଇ ଥାଏ । ଏହି ମନ୍ତ୍ରର ଗୋଟିଏ ବିଶେଷ ମହତ୍ତ୍ଵ ରହିଛି । ଏହି ମନ୍ତ୍ର ନିର୍ଧନୀ କୁ ମଧ୍ୟ ଧନ ବାନ କରିଥାଏ । ଏହି ସବୁ ମନ୍ତ୍ର ଜୀବନରେ ଶୁଖି ଦାମ୍ପତ୍ୟ ଜୀବନ ଆଣିଥାଏ ।
* ଯଦି ଆପଣ ଚାହୁଁଛନ୍ତି ଜୀବନରେ ଅଧିକ ଧନ ଅର୍ଜନ କରି ରଖି ପାରିବେ ଓ ସମସ୍ତ ବାଧା ବିଘ୍ନ ରୁ ଦୂରେଇ ରହି ପାରିବେ ସେଥି ପାଇଁ ଲକ୍ଷ୍ମୀ ମହମନ୍ତ୍ର ପ୍ରତିଦିନ ଜପ କରନ୍ତୁ ।
‘ ଓଁ ସ୍ରିଂ ଲକିଂ ମହାଲକ୍ଷ୍ମୀ ମହାଲକ୍ଷ୍ମୀ ଏହ୍ୱହି ସର୍ଵ ଷୌଭାଗ୍ୟଙ୍ଗ ଦେହିଂ ମେ ସ୍ୱାହା । ‘
* ଅଧିକାଂଶ ସମୟ ଆମେ ମାନେ କହି ଥାଉ ଯେ ଯେତେ ପରିଶ୍ରମ କଲେ ମଧ୍ୟ ଆମ କୁ ସଫଳତା ମିଳି ନଥାଏ । ଏହିସବୁ ଅସୁବିଧା ପାଇଁ ଲକ୍ଷ୍ମୀ ମହା ମନ୍ତ୍ର ର ଏହି ଶ୍ଳୋକ ଟି କୁ ପାଠ କରିବା ଉଚିତ୍ ।
‘ ଓମ୍ ଶ୍ରୀଙ୍ଗ ଶ୍ରୀ କମଳେ କମଳାଲୟେ ପ୍ରସିଧ ପ୍ରସିଧ ଶ୍ରିଙ୍ଗ ସ୍ରୀଙ୍ଗ ମହାଲକ୍ଷ୍ମୟେ ନମଃ । ‘
* ସଫଳତା ପାଇବା ପାଇଁ ଏହି ଲକ୍ଷ୍ମୀ ମନ୍ତ୍ରକୁ ନିୟମିତ ପାଠ କରିବା ଉଚିତ୍ । ଜୀବନରୁ ସମସ୍ତ ଅସୁବିଧା ଦୁର ହୋଇ ଯାଇଥାଏ ।
‘ ଓଁ ଶ୍ରୀଶ୍ରିଙ୍ଗ କ୍ଲିଂ ଶ୍ରୀ ସିଧ ଲକ୍ଷ୍ମୀ ନମଃ ‘ ।
* ପ୍ରତିଦିନ ସକାଳୁ ଉଠି ଗାଧୋଇ ସାରି ଶୁଖି ଦାମ୍ପତ୍ୟ ଜୀବନ ପାଇଁ ଗୋଟିଏ ବିଶେଷ ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ । କାରଣ ଯେଉଁ ସ୍ବାମୀ ସ୍ତ୍ରୀ ମିଳିତ ଭାବରେ ଏହି ମନ୍ତ୍ରକୁ ଜପ ପ୍ରତିଦିନ କରନ୍ତି ସେମାନଙ୍କ ପାରିବାରିକ ଜୀବନ ସୁଖମୟ ହୋଇଥାଏ ।
‘ ଲକ୍ଷ୍ମୀ ନାରାୟଣାୟ ନମଃ ‘ ।
Govt
Leave A Reply