Odisha news

ମା ତାରା ଦେବୀ ଠାକୁରାଣୀ ଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0
ବ୍ରହ୍ମପୁର : ମା ତାରା ଦେବୀ ଙ୍କ ଯାତ୍ରା ଉପଲକ୍ଷେ ଅଧାତ୍ମିକ କାର୍ଯକ୍ରମ ,  ମଙ୍ଗଳ ବାର ଦିନ ପବିତ୍ର ଜ୍ୟେଷ୍ଠ ମାସ ଉପଲକ୍ଷେ ଲାଞ୍ଜିପଲୀ କଞ୍ଜଆମା ମନ୍ଦିର ପ୍ରାଙ୍ଗଣ ରେ ଉମାନଗର ଠାରେ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ଵାମୀ ହରି ଶରଣ ନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧକ୍ଷ ତାରେ ଓ ରାମାରାଓ ଦୋରା ଙ୍କ ସହଯୋଗୋରେ ପ୍ରାତ ଜୟ ଗଣେଶ କୀର୍ତ୍ତନ ଗୁରୁ ସ୍ତୋତ୍ର ବିଶ୍ଵ ପ୍ରଥନା ପ୍ରଭୁ ପ୍ରା ଥନା ସହ ,108 ହନୁମାନ ଚାଳିଶା ପାଠ ହୋଇଥିଲା ଏ ଠାରେ ସ୍ବାମୀ ଜୀ କୋହିଥିଲେ ସବୁ ବେଳେ ପୋରୋ ରୋ ଉପକାର କରିବା ବିଶ୍ଵ ର ମଙ୍ଗଳ କାମନା କରିବା ସହ ଜୀବ ର ଦୟା ନାମରେ ବିଶ୍ଵାସ ରୋକିଲେହୀ ଈଶ୍ୱର ସାକ୍ଷାତକାର ହୋଇପାରିବ ବୋଲି ସ୍ଵାମୀ ଜି କୋହିଥିଲେ ଏଥିରେ ସହଦେବ ପାତ୍ର ବି ଚନ୍ଦ୍ର ଶେଖର ରେଡି ଜ୍ୟୋଚନା ରାଣୀ ପରିଡ଼ା ଦାଶରଥି ରେଡ୍ଡୀ ରାଜଲକ୍ଷ୍ମୀ ଦୋରା , ରଞ୍ଜିତା ଶଙ୍କରରାଓ ଦୋରା ଜଗନ୍ନାଥ ପାତ୍ର ଉଲାସ ପ୍ରଧାନ ସୋରଜିନି ପାତ୍ର ମଙ୍ଗୁଲୁ ଗୌଡ଼ ସୁବାରାଓ ରାମଚନ୍ଦ୍ର ପାତ୍ର ବାପିସହୁ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ପରି ଶେଷରେ ରାମାରାଓ ଦୋରା ସମସ୍ତ ଙ୍କୁ ଧନ୍ୟ ବାଦ ଦେଇଥିଲେ।

Leave A Reply