ନୂଆଦିଲ୍ଲୀ : ଆମ ବିଶ୍ଵ ବିଭିନ୍ନ ଜନଜାତି କୁ ନେଇ ପରିପୂର୍ଣ୍ଣ , ସବୁ ଜନଜାତି ର ନୀତି ନିୟମ ପ୍ରାୟ ଅଲଗା ଅଲଗା । ସେହି ଜନଜାତି ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଲୁଓ ଜନଜାତି ।ଏହି ଜନଜାତି ର ମାନ୍ୟତା ଅନୁସାରେ ସ୍ବାମୀ ର ଶବ ନିକଟରେ ଶୋଇବା କୁ ପଡିଥାଏ ଓ ଅନୁଭବ କରିଥାଏ ଯେ ନିଜ ସ୍ବାମୀ କୁ ସେ ପ୍ରେମ କରୁଛି । କୁହାଯାଏ ଯେ ଏହାପରେ ତାର ସ୍ୱାମୀର ଆତ୍ମାକୁ ମୁକ୍ତି ମିଳିଥାଏ । ଏହାପରେ କୁହାଯାଏ ଯେ ମହିଳା ଜଣଙ୍କର ଶୁଦ୍ଧି କ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ ଓ ସେ ଦ୍ଵିତୀୟ ବିବାହ କରିବା ପାଇଁ ଉପଯୁକ୍ତ ।
ଲୁଆ ଜନଜାତି ର ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯଦି ଝଗଡ଼ା ହୋଇଥାଏ ତେବେ ମହିଳା ମାନେ ନିଜ ସ୍ବାମୀଙ୍କୁ ବାଡି ରେ ମାରି ପାରିବେ ନାହିଁ । ଯଦି କୌଣସି ସ୍ତ୍ରୀ ନିଜ ସ୍ବାମୀଙ୍କୁ ମରିଥାଏ ତେବେ ଗୋଟିଏ ଅନୁଷ୍ଠାନ କରାଯାଇ ଥାଏ । ଏହି ଅନୁଷ୍ଠାନ ସମୟରେ ସ୍ବାମୀ ସ୍ତ୍ରୀକୁ ଗୋଟିଏ ହର୍ବାଲ ଡ୍ରିଙ୍କ ପିଇବାକୁ ଦେଇଥାଏ । ଏହି ଡ୍ରିଙ୍କ କୁ ମାନ୍ୟସି କୁହାଯାଏ । ଏହାପରେ ଉଭୟଙ୍କୁ ସେକ୍ସ୍ କରିବାକୁ କୁହା ଯାଇଥାଏ । ମାନ୍ୟତା ରହିଛି ଉଭୟ ଙ୍କୁ ଖୁସି ଜୀବନ ଜାପାନ୍ ପାଇଁ କୁହାଯାଏ ।
ଲୁଓ ଜନଜାତି ର ଲୋକ ମାନଙ୍କ ପାଇଁ ବିବାହ କୁ ନେଇ କୌଣସି ନୀତି ନିୟମ ରହିଛି ବୋଲି ଜାଣି ନାହାନ୍ତି । ଆଜି ମଧ୍ୟ ଏହି ଜନଜାତି ରେ ଏକାଧିକ ବିବାହ ରହିଛି । ଆଶ୍ଚର୍ଯ୍ୟର କଥା ହେଲା ପ୍ରଥମ ପତ୍ନି ଏହାକୁ ସହଜରେ ଗ୍ରହଣ କରିଥାଏ । ଏହି ଜନଜାତି ର ପରମ୍ପରା ଅନୁଯାୟୀ ଫସଲ କାଟିବା ପୂର୍ବରୁ ସେକ୍ସ୍ କରିବାକୁ ପଡ଼ିଥାଏ । ଲୁଓ ଜନଜାତି ର ପୁରୁଷ ଫସଲ କଟା ହେବା ପୂର୍ବରୁ ନିଜର ପ୍ରଥମ ସ୍ତ୍ରୀ ସହ ସମ୍ବନ୍ଧ ରଖି ଥାଆନ୍ତି । ବିବାହ ପରେ ସର୍ବ ପ୍ରଥମେ ବରର ପିତା ମାତା ଯେଉଁ ବିଛଣା ରେ ଶାରିରୀକ ସମ୍ପର୍କ ରଖନ୍ତୁ ସେହି ବିଛନା ରେ ବର କନ୍ୟା ସମ୍ପର୍କ ରଖି ଥାଆନ୍ତି ।
Comments are closed.