Odisha news

ସତରେ କଣ ଡିସେମ୍ବର ଏକ ତାରିକ ରୁ ଭାରତ ସରକାର ଲକଡାଉନ ଘୋଷଣା କରିବାକୁ ଯାଉଛନ୍ତି ? ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ – ଦେଶ ରେ covid 19 ମାମଲା ର ବଢୁଥିବା ସଂଖ୍ୟା କୁ ଆଖି ଆଗରେ ରଖି ବିଭିନ୍ନ ସାମାଜିକ ଗାଣ ମlଧ୍ୟମରେ ବିଭିନ୍ନ ପ୍ରକାରର ମିଥ୍ୟା ଖବର ଓ ଭୁଲ ସୂଚନା ସାମ୍ନାକୁ ଆସିଛି l

କିନ୍ତୁ ଏହା ସବୁ ସତନୁହେଁଯେ ଯାହା ଆମେ ଇଣ୍ଟରନେଟ ରେ ପଢ଼ୁଛୁ , ଏହା ସତ୍ୟ ଅଟେ ଓ ତାଉପରେ ବିଶ୍ୱାସ କରିବା ପୂର୍ବରୁ ତଥ୍ୟର ଯାଞ୍ଚ କରିବା ସବୁବେଳେ ଉଚିତ ହେବ l

ଏହିପରି ଏକ ଟୁଇଟ ଭାଇରଲ ହେବାରେ ଲାଗିଛି , ଯେଉଁଥିରେ ଦାବି କରାଯାଇଛି ଯେ ଡ଼ିସେମ୍ବର ୧ ତାରିଖଠାରୁ ପୁଣି ଆଉଥରେ ଲକଡାଉନ ଘୋଷଣା କରାଯିବ ନହେଲେ କରୋନା ସଂକ୍ରମଣ ଵ୍ୟାପୀପରେ l କିନ୍ତୁ ସରକାରଙ୍କ ଦ୍ୱାରା ହି ପ୍ରକାରର କୌଣସି ଘୋଷଣା କରାଯାଇନାହିଁ l

ସାମାଜିକ ଗାନ ମାଧ୍ୟମରେ ଏହିପ୍ରକାରର ଦାବିକୁ ଖଣ୍ଡନ କରି , ସରକାର ପ୍ରେସ ସୂଚନା ବ୍ୟୁରୋକୁ ତଥ୍ୟ ଦେଇ ଚେକ ଉଇଙ୍ଗ କହିଛନ୍ତି ଯେ ଟୁଇଟକୁ ଆକାର ଦିଆଯାଇଛି ଓ ବର୍ତମାନ ସୁଦ୍ଧା ଏହି ପ୍ରକାରର କୌଣସି ଯୋଜନା ବିଚାର ଧୀନ ନାହିଁ l

ମିଥ୍ୟା ଗୁଜବକୁ ନେଇ PIB ଏକ ଟୁଇଟ କରି ଲେଖିଛନ୍ତିଯେ ” ଏକ ପ୍ରମୁଖ ଗଣମାଧ୍ୟମ ଦ୍ୱାରା କଥିତ ଭାବରେ ପୋଷ୍ଟ କରାଯାଇଥିବା ଏକ ଟୁଇଟ୍ ରେ ଦାବି କରାଯାଇଛିଯେ ଦେଶରେ covid 19 ବଢୁଥିବା ସଂକ୍ରମଣ କାରଣରୁ ସରକାର ଡ଼ିସେମ୍ବର ୧ ତାରିଖରୁ ସାରାଦେଶରେ ଲକଡାଉନ ଲାଗୁକରିବାକୁ ଯାଉଛନ୍ତି # PIBFactCheck ଏହି ଟୁଇଟ #Morphed ଅଟେ l  ସରକାରଙ୍କ ଦ୍ୱାରା ଏହି ପରି କୌଣସି ନିର୍ଣ୍ଣୟ ନିଆଯାଇନାହିଁ ” l

Leave A Reply