ଅଭିନନ୍ଦନ ସ୍ୱତନ୍ତ୍ର By On Dec 17, 2020 0 Share ଆଜି ଗୁରୁବାର ଲକ୍ଷ୍ମୀଙ୍କର ପୂଜା ପିଠଉ ଚିତାରେ ହୁଏ ସଜା ।.. ଫୁଲ ଆମ୍ବ ଡାଳ ହୁଏ ଖୋଜା ଏବେ ମା ଲକ୍ଷ୍ମୀ’ଙ୍କ ହେବ ପୂଜା ।.. ବଡିଲେ ମନର ଇଶ୍ଵର ଭକ୍ତି ଏ ଦିଗୁଣିତ ହେବ ଆମ ଶକ୍ତି ।.. ଅସତ ପଥରେ ନଗଲେ ମତି ପାଇବା ଆମେ ପରମ ଶାନ୍ତି ।.. ***** ଅକ୍ଷୟ ପଣ୍ଡା 0 Share