Odisha news

ଚୋରା ସୁନା ଅଳଙ୍କାର ସାମଗ୍ରୀ କିଣି ଦୋକାନି ଅଟକ

0

କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଂଚାୟତ ପାଂଚଗୋଛିଆ ଗ୍ରାମର ସନ୍ତୋଷ ସାହୁ,ବାବୁଲା ଚୋରା ସୁନା ଅଳଙ୍କାର ସାମଗ୍ରୀ କିଣି ପୁଲିସ ଦ୍ୱାରା ଅଟକ ହୋଇଛନ୍ତି ।

ପ୍ରକାଶ ଯେ ସନ୍ତୋଷ ତାର ମଧୁବନ ହାଟରେ ଥିବା ଦେବୀ ଅଳଙ୍କାର ଦୋକାନରେ କିଛିଦିନ ତଳେ ଚୋରା ସୁନା ଅଳଙ୍କାର କ୍ରୟ କରି ରଖିଥିଲେ । ସେହି ସୁନା ଅଳଙ୍କାର ଚୋରି ସାମଗ୍ରୀ ହୋଇଥିବାରୁ ଆଜି ସକାଳେ କଳିଙ୍ଗ ନଗର ପୁଲିସ ସନ୍ତୋଷଙ୍କୁ ଚୋରା ଅଳଙ୍କାର କିଣିବା ଅଭିଯୋଗରେ ଅଟକ ରଖି ପଚରା ଉଚରା କରୁଛନ୍ତି ।

Leave A Reply