Odisha news

ଆଖଣ୍ଡଳମଣିନ୍ଦିରର ରତ୍ନମୁଦ ଉତ୍ସବ

0

କୋରେଇ  :  କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ କଡମିଆ ଗ୍ରାମରେ ବାବା ଆଖଣ୍ଡଳମଣି ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି!ଧାନ, ମୁଦ୍ରା, ସୁନା, ରୁପା ଓ ବିଭିନ୍ନ ଧାତବ ପଦାର୍ଥ ଦ୍ୱାରା ରତ୍ନମୁଦ କରାଯାଇଥିଲା!ପୂଜକ ମୃତ୍ୟୁଞ୍ଜୟ ପଣ୍ଡା, ନିରଞ୍ଜନ ଦାଶ, ଶୁଭଞ୍ଜନ ଦାଶ, ଖିରୋଦ କୁମାର ଦାଶ ପୂଜା ପରିଚାଳନା କରିଥିଲେ!କରୁଣାକର ସ୍ୱାଇଁ ଶସ୍ତ୍ରିକ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ!କଡ଼ମିଆଁ, ଜାଗୁଳେଇ ଗଡିଆ ଓ  ବିରିଡି ଗ୍ରାମର ଜନସାଧରଣ ଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରାଯାଇଥିଲା ବେଳେ ଆଜିର ଏହି ଉସ୍ତବରେ  ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ!ଶେଷରେ ସମୂହ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା!

Nalco
Leave A Reply