Odisha news

କୋଣାର୍କ ଚମ୍ପାହାର ଅଗ୍ନିଶମ ବିଭାଗ ର ଅଧିକାରୀ କରୋନା ପଜିଟିଭି ଚିହ୍ନଟ

0
କୋଣାର୍କ : କରୋନା ଭାଇରସ ଗତ କିଛି ଦିନ ହେବ ଵିଶ୍ଵ ରେ ଆତଙ୍କ ସୃଷ୍ଟି କରିଚାଲିଥିବା ବେଳେ ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି।ଫଳରେ ସଂକ୍ରମିତ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏହି ଭାଇରସ କୋଣାର୍କ ରେ ମଧ୍ୟ ସଂକ୍ରମିତ ହୋଇଛି।
ଯେଉଁଥିରେ କୋଣାର୍କ ସ୍ଥିତ ଚମ୍ପାହର ଅଗ୍ନିଶମ ବିଭାଗ ର ଜଣେ ଅଧିକାରୀ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ମିଳିଛି।ସେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ପୁରୀ ରେ ନିୟୋଜିତ ଥିଲେ ଏବଂ ସେହି ଠାରୁ ତାଙ୍କ ରିପୋର୍ଟ ପଜିଟିଭି ଆସିବାରୁ ତାଙ୍କୁ ଭୁବନେଶ୍ୱର କିମସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।
Leave A Reply

Your email address will not be published.