Odisha news

କିଙ୍ଗ୍‌ ଖାନ୍‌ଙ୍କୁ ଚନ୍ଦ୍ର ଭୂମି ସଲାମୀ

0

କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ବି ଅଛନ୍ତି । ଅଷ୍ଟ୍ରେଲିଆର ଜଣେ ପ୍ରଶଂସକ ତାଙ୍କୁ ସବୁଠୁ ଭିନ୍ନ ଉପହାର ପ୍ରତିବର୍ଷ ଦିଅନ୍ତି । ଏକ ରିପୋର୍ଟ ଅନୁଯାୟୀ ଶାହରୁଖଙ୍କ ନାଁରେ ପ୍ରତି ବର୍ଷ ଚନ୍ଦ୍ରପୃଷ୍ଠରେ କିଛି ଜାଗା କିଣନ୍ତି । ଶାହରୁଖଙ୍କୁ ମଧ୍ୟ ଲୁନାର୍‌ ରିପବ୍ଲିକ୍‌ ସୋସାଇଟି ତରଫରୁ ଏହାର ଏକ ସାର୍ଟିଫିକେଟ୍‌ ମିଳିଥାଏ । ଶାହରୁଖ୍‌ ତାଙ୍କର ଏ ଫ୍ୟାନ୍‌ଙ୍କ ସହିତ ଇ-ମେଲ୍‌ ଯୋଗାଯୋଗରେ ସାମିଲ୍‌ ଅଛନ୍ତି ।

Leave A Reply