ପଞ୍ଜାବୀ ସିଙ୍ଗର୍ ତଥା ଅଭିନେତ୍ରୀ ହିମାଂଶୀ ଖୁରାନା ଘରେ କ ୍ୱାରାଣ୍ଟିନ୍ ଫ୍ୟାଶନ୍ ଶୋ ୨୦୨୦ ଆୟୋଜନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ଏହାର ଭିଡିଓ ସେୟାର୍ କରି ଲେଖିଛନ୍ତି- ମୁଁ ଓ ମୋର ଟିମ୍ ସହିତ କ ୍ୱାରାଟିଂନ୍ ଫ୍ୟାଶନ୍ ଶୋ । ହିମାଂଶୀ ଘର ଭିତରେ କ୍ୟାଟ୍ୱାକ୍ କରୁଥିବା ଭିଡିଓରୁ ଦେଖିବାକୁ ମିଳୁଛି । ସେ ବିଭିନ୍ନ ପ୍ରକାର ଡ୍ରେସ୍ରେ ୱାକ୍ କରିଛନ୍ତି । ପୂର୍ବ ତୁଳନାରେ ସେ ଲକ୍ଡାଉନ୍ରେ ସୋସାଲ୍ ମିଡିଆରେ ବେଶି ସକ୍ରିୟ ହୋଇଛନ୍ତି । ତାଲାବନ୍ଦ ସମୟରେ ଡାନ୍ସ କରି ନିଜକୁ ବ୍ୟସ୍ତ ରଖୁଥିବା କହିଛନ୍ତି ହିମାଂଶୀ ।
