Odisha news

ଅଗ୍ନି ବିପନ୍ନଙ୍କୁ ଭେଟିଲେ ପର୍ଯ୍ୟଟନ ମନ୍ତ୍ରୀ

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର ଅଗ୍ନି ବିପନ୍ନ ଗୋବିନ୍ଦ ଗୋପାଳ ବେହେରାଙ୍କୁ ଭେଟିଛନ୍ତି ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ଶୁକ୍ରବାର ପୂର୍ବାହ୍ନରେ ସେ ଘର ପୋଡିରେ କ୍ଷତି ଗ୍ରସ୍ତ ଗୋବିନ୍ଦ ଗୋପାଳ ବେହେରାଙ୍କ ପରିବାରକୁ ଆଶ୍ୱସନା ଦେବା ସହ ସରକାରୀ ସ୍ତରରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ସେଠାରେସମିତି ସଭ୍ୟ ରବିନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ

Leave A Reply